ହରିଣ ଶିକାର ବେଳେ ୫ ତସ୍କର ଗିରଫ, ବିପୁଳ ପରିମାଣର ମାଂସ ଜବତ
ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ହରିଣକୁ ହତ୍ୟା କରୁଥିବା ସମୟରେ ମାଡିବସିଲା ବନବିଭାଗ । ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ହରିଣ ମାଂସ ଜବତ କରିଛି ବିଭାଗ ।
ସୂଚନାନୁସାରେ, ଶନିବାର ରାତିରେ ଝାଡଖଣ୍ଡ ସୀମାବର୍ତତ୍ତୀ ଜିଲ୍ଲାର କୋଇଡା…