Sending Sensitive Videos to Pak: ସାମରିକ ତଥ୍ୟ ସହ ଖାଟୁ ଶ୍ୟାମ ମନ୍ଦିରର ଭିଡିଓ ପାକିସ୍ତାନକୁ ପଠାଇଥିଲେ……
ନୂଆଦିଲ୍ଲୀ: ମାର୍ଚ୍ଚ ୧୪ ତାରିଖରେ ଗାଜିଆବାଦର କୌଶାମ୍ବୀ ଜିଲ୍ଲାରେ ପାକିସ୍ତାନ ପାଇଁ କାମ କରୁଥିବା ଏକ ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାଶ ହୋଇଥିଲା।ଏହି ମାମଲାରେ ଛଅ ଜଣଙ୍କୁ ଗିରଫ କରାଯାଇଛି । ଏହି ଗୁପ୍ତଚର ନେଟୱାର୍କ ଦେଶର ସାମରିକ ଘାଟି ଏବଂ ସାମରିକ କାର୍ଯ୍ୟକଳାପ, ଏବଂ ଧାର୍ମିକ…