ଏହି ଗ୍ରାମରେ ପୁରୁଷଙ୍କ ପ୍ରବେଶ ମନା, ବଂଶ ବୃଦ୍ଧି ପାଇଁ ମହିଳା ବାହାରକୁ ଯାଆନ୍ତି
ନୂଆଦିଲ୍ଲୀ: ବିଚିତ୍ରମୟ ପୃଥିବୀ । ଆଉ ଏହାଠାରୁ ବଡ ବିଚିତ୍ର ଲୋକଙ୍କ ଚଳଣି । ଆପଣମାନେ କେବେ ବିଶ୍ୱାସ କରିବେ ଯେ, ଏପରି ଏକ ଗ୍ରାମ ଅଛି ଯେଉଁଠାରେ ପୁରୁଷଙ୍କ ପ୍ରବେଶ ମନା । ଆଫ୍ରିକାର କେନିୟାରେ ଏହି ଗ୍ରାମ ରହିଛି । ଏହାର ନାମ ଉମୋଜୋ । ବଂଶ ବୃଦ୍ଧି ପାଇଁ ମହିଳାମାନେ ଆବଶ୍ୟକ ବାହାରକୁ…