ଭିଜିଲାନ୍ସ ଜାଲରେ ପୁରୀ ଜଳସେଚନ ସହକାରୀ ଯନ୍ତ୍ରୀ
ପୁରୀ: ପୁରୀ ସ୍ଥିତ ନିମାପଡା ଜଳ ସେଚନ ଡିଭିଜନର ସହକାରୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି।
ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ମଧୁବନ ସ୍ଥିତ ଘର…