ରାଜ୍ୟରେ ଖସୁଛି ପାରଦ, ବଢ଼ୁଛି ଶୀତ; ଆସନ୍ତା ୧୫ ଯାଏଁ ରହିବ ଶୀତର ପ୍ରଭାବ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ । ଫଳରେ ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ଅନେକ ଦିନ ହେବ ଶୀତ ଋତୁ ଆରମ୍ଭ ହୋଇଥିବାବେଳେ, ଏଯାଏଁ ଟିକିଏ ହେଲେ ଶୀତ ଅନୁଭୂତ ହୋଇନଥିଲା । ହେଲେ ଗତ ଦୁଇ ରୁ ତିନି ଦିନ ହେବ ହଠାତ୍ ଶୀତ ଅନୁଭୂତ…