Latest Odisha News

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନୀ ହିଂସା: ଗଣତନ୍ତ୍ରର ହତ୍ୟା ହୋଇଛି କହି ଟିଏମସିକୁ ଘେରିଲା ବିଜେପି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। କିନ୍ତୁ ନିର୍ବାଚନ ବେଳେ ବଙ୍ଗଳାରେ ବହୁ ହିଂସା ଦେଖିବାକୁ ମିଳିଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ଟିଏମସିକୁ ଘେରିଛନ୍ତି। ଟିଏମସିକୁ ଟାର୍ଗେଟ କରି ସ୍ମୃତି ଇରାନୀ କହିଛନ୍ତି…

୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ: ବନ୍ଧୁକ, ଗୁଳି ସହ ୧୧ ଲକ୍ଷ ଟଙ୍କା ଜବତ

ସମ୍ବଲପୁର:  ସମ୍ବଲପୁର ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି ।  ଏମାନଙ୍କଠାରୁ ୮ଟି ବନ୍ଧୁକ ଏବଂ ୨୨ଟି ଗୁଳି ଜବତ କରିଛି ପୋଲିସ । ଏଥି ସହ ଗୋଟିଏ ଖଣ୍ଡା, ୩ଟି ଗାଡି, ୧୧ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି ।…

ଲୁଟେରାଙ୍କ ଟାର୍ଗେଟରେ ଏବେ ଟମାଟୋ, ମହିଳାଙ୍କୁ ପିଟି ଲୁଟି ନେଲେ ୪କିଲୋ ଟମାଟୋ

ପ୍ରୟାଗରାଜ: ସାଧାରଣତଃ ସୁନା, ରୁପା,ଟଙ୍କା ଆଦିର ଲୁଟ ବିଷୟରେ ଆପଣ ଶୁଣିଥିବେ । କିନ୍ତୁ କେବେ ଟମାଟୋ ଲୁଟ ହେବା କଥା ଆପଣ ଶୁଣିଛନ୍ତି କି ? ଆଜ୍ଞା ହଁ ଏମିତି ଏକ ଲୁଟର ଚିତ୍ର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ ।  ବଜାରରେ ପରିବା ଦରରେ ନିଆଁ ଲାଗିବା ପରେ ଏବେ ଲୁଟେରାଙ୍କ…

ଫିଲ୍ମ ‘ସ୍ତ୍ରୀ ୨’ର ଶୁଟିଂ ଆରମ୍ଭ, ଭିଡିଓ ସେୟାର କଲେ ଶ୍ରଦ୍ଧା କପୁର

ମୁମ୍ବାଇ: ଶ୍ରଦ୍ଧା କପୁର ସର୍ବଦା ନିଜର ସରଳତା ସହିତ ପ୍ରଶଂସକଙ୍କ ହୃଦୟ ଜିତନ୍ତି। ବି-ଟାଉନର ସବୁଠାରୁ ପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରଦ୍ଧା ଅନ୍ୟତମ। ଏହି ଅଭିନେତ୍ରୀଙ୍କର ଅନେକ ପ୍ରଶଂସକ ଅଛନ୍ତି। ବର୍ତ୍ତମାନ ସେ ଫିଲ୍ମ 'ସ୍ତ୍ରୀ ୨' ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ବଲିଉଡ ଷ୍ଟାର…

କୃଷିମନ୍ତ୍ରୀଙ୍କ ଘର ସାମ୍ନାରେ ଶସ୍ତାରେ ବିକ୍ରି ହେଲା ପରିବା; ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ

ଭୁବନେଶ୍ୱର:ପନିପରିବାର ଦର ଆକାଶଛୁଆଁ ହୋଇଥିବାବେଳେ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି ଚାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ପକ୍ଷରୁ ଆଜି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ  ସ୍ୱାଇଁଙ୍କ ଘର ଗେଟ୍ ଆଗରେ ଛାତ୍ର କଂଗ୍ରେସ କର୍ମୀ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ।…

ଶାରଳା ମନ୍ଦିରରେ ଜାରି ହେଲା କଟକଣା, ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ୍ ମନା

ଜଗତସିଂହପୁର: ଜଗତସିଂହପୁର ମା’ ଶାରଳା ମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ ନେବା ଉପରେ କଟକଣା ଲାଗିଛି । ମନ୍ଦିରରେ ଶୃଙ୍ଖଳା  ଆଣିବାକୁ ଏହି ନିୟମ ଲାଗୁ କରାଯାଇଛି ।…

ବିବାହ ବନ୍ଧନରେ ବାନ୍ଧି ହେଲେ ସାରଥି ବାବାଙ୍କ ପୁଅ, ଆସିଲେନି ସାରଥୀ ବାବା

ପାରାଦୀପ: ବାହା ହେଲେ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପାଳିତ ପୁଅ ସତ୍ୟମ ରାଉଳ । ଶନିବାର ବିଳମ୍ବିତ ରାତିରେ ପାରାଦୀପର ନୂଆଗଡ଼ ପଞ୍ଚାୟତର ବାଲିଡିଆ ଗାଁରେ ଧୁମଧାମରେ ବିବାହ ସମ୍ପନ୍ନ ହୋଇଛି । ଗ୍ରାମର ଅଶୋକ ସେନାପତିଙ୍କ ଝିଅଙ୍କୁ ସତ୍ୟ ବୈଦିକ ରୀତିନୀତିରେ ବିବାହ କରିଛନ୍ତି ।  ତେବେ…

ଚୀନକୁ ଚେତାବନୀ ଦେଲେ ବାଇଡେନ: ରୁଷଠାରୁ ଯେତେ ଦୂରେଇ ରହିବ ସେତେ ଫାଇଦା

ୱାଶିଂଟନ: ମୁହାଁମୁହିଁ ହୋଇଛନ୍ତି ଚୀନ-ଆମେରିକା ରାଷ୍ଟ୍ରପତି ।  ଚୀନ ରାଷ୍ଟ୍ରପତିଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସିଧାସଳଖ ଧମକ ଦେଇ ବାଇଡେନ କହିଛନ୍ତି, ଚୀନ ଭଲଭାବେ ବୁଝିବା ଉଚିତ୍ ଯେ,  ତାର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପଶ୍ଚିମ…

ଲୋକପ୍ରିୟତାକୁ ନେଇ ବିଗ୍ ବସ୍ ଓଟିଟି-୨ ନିର୍ମାତାଙ୍କ ବଡ଼ ନିଷ୍ପତ୍ତି, ଜଣନ୍ତୁ କଣ…

ମୁମ୍ବାଇ: ବହୁଚର୍ଚ୍ଚିତ ରିଆଲିଟି ସୋ’ ବିଗ୍ ବସ୍ ଓଟିଟି-୨ ପ୍ରସାରିତ ହେବାର ୩ ସପ୍ତାହ ବିତିଲାଣି। ସୋ’ରେ ଅନେକ ତର୍କ ବିତର୍କ ଦେଖିବାକୁ ମିଳୁଥିବା ବେଳେ ଲାଇଭ୍ ଫିଡ୍ ଷ୍ଟ୍ରିମିଂ ମଧ୍ୟ ରହିଛି। ଯେଉଁଠାରେ ଦର୍ଶକମାନେ ପ୍ରତିଯୋଗୀମାନଙ୍କୁ ସବୁବେଳେ ଲାଇଭ୍ ଦେଖୁଛନ୍ତି। ସଲମାନ ଖାନଙ୍କ…