କବିତା : ଜୀବନ
ସ୍ଵାଗତିକା ସାହୁ
ସ୍ଵାଗତିକା ସାହୁ
ଜୀବନ ଗୋଟିଏ ଅଙ୍କା ବଙ୍କା ନଈ
ବହିଯାଏ ତା ବାଟରେ
କେବେ ସୁଖ ପୁଣି ଦୁଃଖର ପରଶ
ଛାଡିଦିଏ ତା ଶଯ୍ୟାରେ ।
ଅଭିନୟ ମଞ୍ଚ ଏ ସାରା ଦୁନିଆ
ଆମେ ସବୁ ଅଭିନେତା
ନିଜ ନିଜ କାର୍ଯ୍ୟ ଅଭିନୟ ସାରି
ବାହୁଡ଼ିବା ଏ ସମତା ।
ଜୀବନ କେବେ ଖୋଲା ବହି…