ବୌଦ୍ଧରେ ବିଜେପି କର୍ମୀଙ୍କ ନାରା-‘ପାଣ୍ଡିଆନ୍ ଫେରିଯାଅ’
ବୌଦ୍ଧ: ପ୍ରଥମେ ଜଗତସିଂହପୁର, ତା ପରେ ସୁବର୍ଣ୍ଣପୁର ଏବଂ ଆଜି ବୌଦ୍ଧରେ ୫ଟି ସଚିବଙ୍କୁ ବିରୋଧ । ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟକର୍ତ୍ତାମାନେ ବୁଧବାର କଳା ପତାକା ପ୍ରଦର୍ଶନ କରି ୫ଟି ସଚିବଙ୍କ ବୌଦ୍ଧ ଗସ୍ତକୁ ବିରୋଧ କରିଛନ୍ତି । ଏଥିସହିତ ବିଜେପି…