Latest Odisha News

BREAKING NEWS

ବିଶ୍ୱକପ ଫାଇନାଲ ଫାଇଟ୍: ଭାରତକୁ ୪ର୍ଥ ଝଟକା, ବିରାଟ ଆଉଟ ପରେ ଷ୍ଟାଡିୟମରେ ନୀରବତା

ଅହମଦାବାଦ: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟଡିୟମରେ ଚାଲିଛି ବିଶ୍ୱକପର ଫାଇନାଲ ମ୍ୟାଚ୍। ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ରୋହିତ ଶର୍ମା ଦଳକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ମଧ୍ୟ ଗିଲ୍‌ ଓ ଆୟର ଦଳକୁ ନିରାଶ କରି ପାଭିଲିୟନ ଫେରିଛନ୍ତି। ସେପଟେ ରୋହିତ ମଧ୍ୟ ଅର୍ଦ୍ଧଶତକ କରିବା ପୂର୍ବରୁ…

ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର କରିବେ ଉଦଘାଟନ

ଭୁବନେଶ୍ଵର; ଆସନ୍ତାକାଲି ଓଡିଶା ଆସୁଛନ୍ତି ମହାମହିମ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ଅବସରରରେ ସେ ନିଜ ଜିଲ୍ଲାରେ କୁଳିଅଣା ଠାରେ ଏକ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ…

ରାଜ୍ୟରେ ବଦଳିବ ପାଣିପାଗ, ଆସନ୍ତା ୨ ଦିନ ଭିତରେ ପୁଣି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲିଠୁ ବଦଳିବ ରାଜ୍ୟର ପାଣିପାଗ। ୨ ଦିନ ଭିତରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ-ଝଡ ଏବଂ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ବର୍ଷା ଓ ବଜ୍ରପାତ…

ଦୁଇଟି ପୃଥକ କାର୍ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ଭୁବନେଶ୍ୱର: ରବିବାର ସକାଳେ କଟକ ଏବଂ ସୁନ୍ଦରଗଡରେ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। କେନାଲ ଭିତରକୁ ପଶିଗଲା କାର। କଟକ କନ୍ଦରପୁର ଅଥଙ୍ଗା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକ କଟକ…

ଆସ ବୁଲିଯିବା ଓଡିଶା: ମନୋଲୋଭା ପର୍ଯ୍ୟଟନ କ୍ଷେତ୍ର ‘କାଙ୍କଣ ଶିଖରୀ’, ଯେଉଁଠି ମହାପ୍ରଭୁଙ୍କୁ ପ୍ରସାଦ କରାଯାଏ କାଙ୍କଣ

ଖୋର୍ଦ୍ଧା: ଓଡ଼ିଶାରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ରହିଛି । ଯେଉଁଠିକୁ ଶୀତଋତୁ ଆସିଲେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳେ । ସେହିପରି ଏକ ମନୋଲୋଭା ପର୍ଯ୍ୟଟନ କ୍ଷେତ୍ର ହେଉଛି ‘କାଙ୍କଣ ଶିଖରୀ’ । ଏହା ଚିଲିକା ହ୍ରଦ ମଝିରେ ରହିଛି ।…

ଟିମ୍ ଇଣ୍ଡିଆର ବିଜୟ ମନାସି ମା’ ସୁରେଶ୍ଵରୀଙ୍କ ମନ୍ଦିରରେ ଦୀପ ଦାନ କଲେ କ୍ରିକେଟ ପ୍ରେମୀ

ସୁବର୍ଣ୍ଣପୁର: ଆଜି କ୍ରିକେଟ ବିଶ୍ବକପ୍ ର ଫାଇନାଲ ମ୍ୟାଚ । ଏହି ମହାସମରରେ ଭାରତ ତାର ବିଜୟ ଧାରା ବଜାୟ ରଖିଛି । ଆଜି ଫାଇନାଲ ରେ ୫ ଥର ବିଜୟୀ ହୋଇଥିବା କଙ୍ଗାରୁ ଦଳ ସହିତ ମୁହାଁମୁହିଁ ହେବ ଟି୍ମ ଇଣ୍ଡିଆ । ତେବେ ଟିମ୍ ଇଣ୍ଡିଆକୁ ବିଜୟୀ କରିବା ପାଇଁ ନେତା ଅଭିନେତାଙ୍କ ଠାରୁ ଆମ୍ଭ କରି…

ମହିଳା ହିଂସା ଓ ଅଶ୍ଳୀଳତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା: ଦିନକୁ ଦିନ ମହିଳା ମାନେ ଅନେକ ହିଂସାର ସମ୍ମୁଖୀନ ହେଉଛନ୍ତି । ସେ ପରିବାର ଭିତରେ ହେଉ କିମ୍ବା ବାହାରେ ଚାରିଆଡେ ମହିଳା ହିଂସା ବୃଦ୍ଧି ପାଉଛି । ଆଜିର ସମାଜରେ ମହିଳା ସଶକ୍ତିକରଣ ନିମନ୍ତେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ମହିଳା ନିଜେ ସଶକ୍ତିକରଣ ହୋଇଛି, ଏହା ସତ୍ତ୍ବେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ଡ୍ୟୁଟିରେ ଯାଉଥିବାବେଳେ ୫ ପୋଲିସ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ରାଜସ୍ଥାନର ନାଗୌର ଜିଲ୍ଲା କଣୁତା ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ପାଇଁ ଡ୍ୟୁଟିରେ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ଚୁର ଜିଲ୍ଲା ତାରା ନଗରରେ ହେବାକୁ…

୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି ଦେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ଓଡ଼ିଶା ସରକାର ବିଭିନ୍ନ କଲେଜରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଆସୋସିଏଟ ପ୍ରଫେସରଙ୍କ ତାଲିକା ପ୍ରକାଶ କରିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି କରିଛି। ଏନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି…

ପଟିଆକୁ ସ୍ଥାନାନ୍ତର ହେବ କ୍ୟାପିଟାଲ ହସ୍ପିଟାଲ୍, ପ୍ରଶାସନ ବିଭାଗ ଯୋଗାଇ ଦିଆଯିବ ପକ୍ଷରୁ ୩୫ ଏକର ଜାଗା

ଭୁବନେଶ୍ଵର: ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା । ବଢ଼ୁଥିବା ଲୋକସଂଖ୍ୟା ଓ ସଂପ୍ରସାରିତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସରକାର କ୍ୟାପିଟାଲ ହସ୍ପିଟାଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି । ଚନ୍ଦ୍ରଶେଖରପୁର-ପଟିଆ ଅଞ୍ଚଳରେ ଏହି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାପନ କରାଯିବ…