କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ବ୍ୟାନ୍ ହେଲା ଇ-ସିଗାରେଟ, ରେଲୱେ କର୍ମଚାରୀଙ୍କୁ ୭୮ ଦିନର ବୋନସ୍
ନୂଆଦିଲ୍ଲୀ: ଦେଶରେ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଦୁଇଟି ବଡ଼ ଘୋଷଣା ବୁଧବାର ଦିନ କରିଛନ୍ତି । ଇ-ସିଗାରେଟକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଘୋଷଣା କରାଯାଇଥିବା ବେଳେ ରେଳକର୍ମଚାରୀଙ୍କୁ ୭୮ ଦିନ ବୋନସ ଦେବାକୁ ଅନ୍ୟ ଏକ ବଡ଼ ଘୋଷଣା ହୋଇଛି ।
Union Minister Nirmala…