Latest Odisha News

BREAKING NEWS

ଗାଧୋଇବାକୁ ଯାଇ ଗାଁ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ବ୍ରହ୍ମପୁର: ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ। ରବିବାର ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗାଁରେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ନରସୁ ପଲାଇଙ୍କ ଦୁଇ ନାତୁଣୀ ରୋଶନୀ ରାଉତ (୭) ଓ…

କ୍ୱାକଙ୍କ ଭୁଲ ଇଞ୍ଜେକସନରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ବଲାଙ୍ଗୀର: ନବରଙ୍ଗପୁର ପରେ ଏବେ ବାଲାଙ୍ଗୀରେ କ୍ୱାକଙ୍କ ଅବହେଳାରୁ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚନାବାହାଲ ଗାଁରେ କ୍ୱାକ୍‌ ଭୁଲ୍ ଇଞ୍ଜେକ୍ସନ୍ ଦେବାରୁ ଶିବ ମହାନନ୍ଦ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ,…

ଅଷ୍ଟ୍ରେଲିଆ ସମ୍ମୁଖରେ ୨୪୧ ରନର ଲକ୍ଷ୍ୟ ରଖିଲା ଭାରତ, ଏବେ ବୋଲର ଭରୋଷା

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ଭାରତ ୨୪୦ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୨୪୦ ରନ କରି ଅଲଆଉଟ ହୋଇଯାଇଛି । ଟିମ ଇଣ୍ଡିଆ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୬୬ ଏବଂ ବିରାଟ କୋହଲି ୫୪ ରନ କରିଥିଲେ ।…

ସହରୀ ଗରିବଙ୍କ ନିମନ୍ତେ ହାଉସିଂ ପ୍ରୋଜେକ୍ଟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ସହରାଞ୍ଚଳର ଗରିବଙ୍କ ପାଇଁ ୧୭୦୦ରୁ ଅଧିକ ବାସଗୃହ ନିର୍ମାଣ ପାଇଁ ଓଡ଼ିଶା ସରକାର ଦୁଇଟି ପ୍ରକଳ୍ପ ଉଦଘାଟନ କରିବାକୁ ଯାଉଛନ୍ତି। ସରକାରୀ ବେସରକାରୀ ଭାଗିଦାରୀ (ପିପିପି) ରେ ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ଦ୍ୱାରା ବିକଶିତ ହାଉସିଂ…

କାହିଁକି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍ ଦେଖିବେନି ଆନନ୍ଦ ମହିନ୍ଦ୍ରା, ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଆଜି ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍ । ଏହି ସମୟରେ ବିଶିଷ୍ଟ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କର ଏକ ପୋଷ୍ଟ ସାମ୍ନାକୁ ଆସିଛି । ସେ ଆଜି ଅହମ୍ମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି କ୍ରିକେଟ ମ୍ୟାଚ୍…

ସୁଖ ସମୃଦ୍ଧିର ପ୍ରତୀକ ଲାଫିଙ୍ଗ ବୁଦ୍ଧ, ଜାଣନ୍ତୁ ଘରର କେଉଁ ସ୍ଥାନରେ ରଖିବେ …

ଭୁବନେଶ୍ଵର: ବାସ୍ତୁଶାସ୍ତ୍ର ଅନୁଯାୟୀ ପେଙ୍ଗସୁଇରେ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକତା ବଢାଇବା ପାଇଁ  ଅନେକ ଉପାୟ ମାନ ଉଲ୍ଲେଖ କରାଯାଇଛି । ଏହି ପେଙ୍ଗସୁଇ ସହ ଜଡିତ ଅନେକ ଗୁଡିଏ ଜିନିଷ ମଧ୍ୟ ବ୍ୟବହାରରେ ଆସିଥାଏ । ଯେପରିକି ଘରେ ଲାଫିଙ୍ଗ ବୁଦ୍ଧ ରଖିବାର ପରମ୍ପରା ରହିଛି ।…

ଶିମିଳିପାଳରୁ ହାତୀ ଦାନ୍ତ ଜବତ, ୪ ଗିରଫ

ମୟୁରଭଞ୍ଜ: ରାଜ୍ୟରେ ମାତିଛନ୍ତି ଶିକାରୀ । ଦିନ କୁ ଦିନ ଅସୁରକ୍ଷିତ ହୋଇପଡୁଛି ଶିମିଳିପାଳ । ଶିମିଳିପାଳ ପାଦ ଦେଶରୁ ପୁଣି ହାତୀ ଦାନ୍ତ ଜବତ ସହ ୪ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳର ଦିଲଗଞ୍ଜ ଅଞ୍ଚଳରେ ହାତୀ ଦାନ୍ତ ଡିଲ ଚାଲିଥିବା ବେଳେ…

ବିଶ୍ୱକପ ଫାଇନାଲ: ସୁରକ୍ଷା ବଳୟ ଭାଙ୍ଗି ମୈଦାନରେ ବିରାଟଙ୍କୁ କୁଣ୍ଢାଇଲେ ଯୁବକ, ଦେଖନ୍ତୁ ଭିଡିଓ

ଗାନ୍ଧୀନଗର: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଭାରତୀୟ ଏବଂ ଅଷ୍ଟ୍ରେଲୀଅ ସମର୍ଥକମାନେ ଉପସ୍ଥିତ ଅଛନ୍ତି । ମୈଦାନର ମାହୋଲ ପୁରା ଜବରଦସ୍ତ ରହିଛି । ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ…

ଆରବିଆଇର ପୂର୍ବତନ ଗଭର୍ଣ୍ଣର ଏସ. ଭେଙ୍କଟରମନନଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଏସ. ଭେଙ୍କଟରମନନ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସେ ୧୯୯୦-୧୯୯୨ ମଧ୍ୟରେ ଆରବିଆଇ ଗଭର୍ଣ୍ଣର ଦାୟିତ୍ୱରେ ରହିଥିଲେ । ଏସ. ଭେଙ୍କଟରମନନ ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀ…

ପ୍ରଦୂଷଣକୁ ନାହିଁ ଖାତିର, ପଞ୍ଜାବରେ ନଡା ଜାଳି ୬୩୭ ମାମଲା ରୁଜୁ

ଚଣ୍ଡିଗଡ: ସାଙ୍ଘାତିକ ସ୍ଥିତିରେ ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୂ ପ୍ରଦୂଷଣ ମାତ୍ରା । ଏହି କାରଣରୁ ନିଃଶ୍ବାସ ନେବାରେ ବହୁ ଅସୁବିଧା ଭୋଗୁଛନ୍ତି ଦିଲ୍ଲୀବାସୀ । ଏଥିପାଇଁ ଘରୁ ବାହାରିବା ଏବେ ମୁସ୍କିଲ ହୋଇପଡିଛି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ପାଇଁ । ଆଉ ଏନେଇ ସରକାରଙ୍କ ପକ୍ଷରୁ…