Latest Odisha News

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଡିଟୱା’, ଆଲର୍ଟ ଜାରି…

ନୂଆଦିଲ୍ଲୀ: ଘୂର୍ଣ୍ଣିଝଡ଼ ସେନ୍ୟାର ଦୁର୍ବଳ ହେବା ପରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ଉପକୂଳ ନିକଟରେ ଥିବା ଡିପ୍ରେସନ ବର୍ତ୍ତମାନ୍ ଗଭୀର ଡିପ୍ରେସନରେ ପରିଣତ ହୋଇଛି। ଯାହାକି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ଘୂର୍ଣ୍ଣିଝଡ଼ ରେ ପରିଣତ ହେବା ନେଇ ଆଶଙ୍କା କରାଯାଉଛି। ତେଣୁ…

ସ୍ମୃତି ମନ୍ଧାନା ଓ ପଲାଶ ମୁଛଲ ବିବାଦ; ମୁହଁ ଖୋଲିଲେ ମିଷ୍ଟ୍ରି ଗାର୍ଲ୍

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ତଥା ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କ ବିବାହ ସ୍ଥଗିତ ହେବା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ଅଧିକ ପଢନ୍ତୁ:- ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ କି…

ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ: ଜୟ ଜଗନ୍ନାଥରୁ ବିଧାସଭାରେ ଅଭିଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ଓଡ଼ିଶା ଇତିହାସରେ ଯୋଡ଼ି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ। ଐତିହାସିକ ମୂହୂର୍ତ୍ତର ମୂକସାକ୍ଷୀ ପାଲଟିଲା ବିଧାନସୌଧ। ପ୍ରଥମ ଥର ପାଇଁ ବିଧାନସଭାକୁ ସମ୍ବୋଧନ କଲେ ମହାମହିମ। ବିଧାନସଭାରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ। ସଂଘର୍ଷମୟ ଜୀବନ ଓ ସଫଳତା ନେଇ…

Viral Video: ୧୦ ଟଙ୍କାରେ ବିକ୍ରି ହେଉଛି କାକୁଡ଼ି ଚୋପା, ଭାଇରାଲ ହେଉଛି ଭିଡ଼ିଓ…

ନୂଆଦିଲ୍ଲୀ: ସାରା ବିଶ୍ୱରେ ଖାଦ୍ୟ ସମ୍ପର୍କିତ ଭିଡିଓଗୁଡ଼ିକ ଅଧିକ ଭାଇରାଲ ହେବାରେ ଲାଗିଛି, ଯାହା ମଧ୍ୟରୁ କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି, ଅନ୍ୟ କିଛି ସେମାନଙ୍କୁ ଖୁସି କରୁଛି। ଏପରି ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଚକିତ କରିଦେଇଛି ।  ଏହି ଭିଡିଓରେ, ଜଣେ ରାସ୍ତା…

ରାଜଭବନରେ କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଭୁବନେଶ୍ୱରର ରାଜଭବନ ପରିସରରେ ସେ କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କରିଛନ୍ତି। ଏନେଇ ଅଧିକାରୀମାନେ କହିଛନ୍ତି ଯେ ନୂଆ ଭାବରେ ନିର୍ମିତ ଏହି ସୁବିଧା ଭିଭିଆଇପି ଏବଂ…

Pakistani spy arrested in Nuh: ISIକୁ ଗୁପ୍ତ ସୂଚନା ଦେବା ଅଭିଯୋଗରେ ଓକିଲ ଗିରଫ

ନୂଆଦିଲ୍ଲୀ: ହରିୟାଣାର ନୁହ ଜିଲ୍ଲାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗରେ ପୋଲିସ ଜଣେ ଓକିଲଙ୍କୁ ଗିରଫ କରିଛି। ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ନୁହରେ ରିଜୱାନ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ଏବଂ ନୁହ ପୋଲିସର ଏକ ଦଳ ତାୱାଡୁ…

ସହମତିରେ ସମ୍ପର୍କ ଭାଙ୍ଗିଲେ ଏହାକୁ ବଳାତ୍କାର କୁହାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବଳାତ୍କାର ଆଇନର ଅପବ୍ୟବହାରକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଦୁଇ ଜଣ ସାବାଳକଙ୍କ ମଧ୍ୟରେ ସହମତି କ୍ରମେ ହୋଇଥିବା ସମ୍ପର୍କ ଭାଙ୍ଗିଗଲେ, ଏହାକୁ ଅପରାଧ ଭାବରେ ବିବେଚନା କରାଯାଇ ପାରିବ ନାହିଁ ଏବଂ ପୁରୁଷ…

Imran Khan: ଇମ୍ରାନ ଖାନଙ୍କୁ ହତ୍ୟା କରାଯାଇଛି କି?, କଳ୍ପନାଜଳ୍ପନା ଭିତରେ ଜେଲର କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ: କାରାଗାରରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ସମ୍ପର୍କରେ କଳ୍ପନାଜଳ୍ପନା ଆଲୋଡ଼ନ ସୃଷ୍ଟି କରିଛି। ପରିସ୍ଥିତି ଏପରି ସ୍ଥିତିରେ ପହଞ୍ଚିଛି ଯେ ପାକିସ୍ତାନର ଶହବାଜ ସରିଫ ସରକାର ଏବେ ଆଗକୁ ବଢ଼ି ପ୍ରତିକ୍ରିୟା ଦେବାକୁ ବାଧ୍ୟ ହୋଇଛନ୍ତି। ଜେଲ…

ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନେଇ ନିର୍ଦ୍ଦେଶନାମା ସଂଶୋଧିତ, ୯୧ ନୁହେଁ ୩୬ ଜଣଙ୍କ ଦରମା କାଟ୍

ଭୁବନେଶ୍ଵର: କଟକ ଜିଲ୍ଲାର ୯୧ ଅଧିକାରୀଙ୍କ ଦରମା ବନ୍ଦ ନେଇ ନିର୍ଦ୍ଦେଶନାମା ସଂଶୋଧିତ ହୋଇଛି। ୯୧ ନୁହେଁ ୩୬ ଜଣଙ୍କ ଦରମା ବନ୍ଦ ହୋଇଛି। ୯୧ ବଦଳରେ ୩୬ ଜଣ ଅଧିକାରୀଙ୍କ ଦରମା ବନ୍ଦ ହୋଇଥିବା ସୂଚନା ଦିଆଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସଂଶୋଧିତ ତାଲିକାରୁ ବାଦ୍ ପଡିଛନ୍ତି।…

କିମ୍‍ସରେ ଓଡ଼ିଶାର ପ୍ରଥମ ଡିଜିଟାଲ୍ ପାଥୋଲୋଜି ସ୍କାନର୍‍

ଭୁବନେଶ୍ୱର: କିମ୍‍ସରେ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ଡିଜିଟାଲ୍ ପାଥୋଲୋଜି ସ୍କାନର କାର୍ଯ୍ୟ ଆରମ୍ଭ କରିଛି। କିମସ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଏସ୍‍ଜି ୬୦ ଡିଜିଟାଲ୍ ପାଥୋଲୋଜି ସ୍କାନରକୁ କାର୍ଯ୍ୟକ୍ଷମ କରାଯାଇଛି। ସଠିକ୍ ରୋଗ ନିଦାନ କ୍ଷେତ୍ରରେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି।…