ଚାଉଳ ଗୋଦାମରୁ ୨୦ ଲକ୍ଷ ଟଙ୍କାର ବାଣ ଜବତ
ଖଲ୍ଲିକୋଟ: ଶନିବାର ଠାରୁ ବେଆଇନ ବାଣ ଜବତ ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଚାଲିଛି ରେଡ୍ । ଏହି ଅବସରରେ ଛତ୍ରପୁର ଏନଏସି ଅନ୍ତର୍ଗତ ପାର୍କସାହିରେ ଏକ ଚାଉଳ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି ।
ଜବତ ବାଣର ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ହବ ବୋଲି ପୋଲିସ ପକ୍ଷରୁ…