Dayal Gangwar Suspend:ବରିଷ୍ଠ IPS ଦୟାଲ ଗଙ୍ଗୱାର ସସ୍ପେଣ୍ଡ;ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ
ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାର ହେଲେ ସସ୍ପେଣ୍ଡ । ସୌମ୍ୟ ହତ୍ୟା ଘଟଣା ପରେ ବିବାଦରେ ଥିବା ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାରଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସୌମ୍ୟଙ୍କ ବାପା ଓ ମାଆ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ସହ ମାମଲାରେ…