Latest Odisha News

BREAKING NEWS

ବାଲିବୋ ରଘୁନାଥଜୀଉ ମନ୍ଦିରରୁ ଚୋରି; ଲୁଟିନେଲେ ଠାକୁରଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଢେଙ୍କାନାଳ: ଲୁଟେରାଙ୍କ ଟାର୍ଗେଟରେ ଏବେ ଠାକୁର । ମନ୍ଦିର ତାଲା ଭାଙ୍ଗି ଲୁଟି ନେଉଛନ୍ତି ବହୁମୂଲ୍ୟ ଅଳଙ୍କାର ।  ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ଐତିହାସିକ ରଘୁନାଥଜୀଉ ମନ୍ଦିର ତାଲା ଭାଙ୍ଗି ବହୁମୁଲ୍ୟ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରଭୁ ରାମ , ଲକ୍ଷ୍ମଣ,…

ସଚିବଙ୍କୁ ସାଂସଦଙ୍କ ଖାେଲା ଚାଲେଞ୍ଜ; ‘ଯଦି ରାଜନୀତି କରିବାକୁ ଇଛା, ଚାକିରି ଛାଡ଼ି ମୈଦାନକୁ ଓହ୍ଲାନ୍ତୁ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ  ୫ଟି ବିଭାଗ ଉପରେ ଆଟାକ । ୫ଟି ସଚିବ ଓ ତାଙ୍କ କାର୍ଯ୍ୟକଳାପ ନେଇ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ନାଁ ନ ନେଇ ୫ଟି ସଚିବ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଖାଲି ବର୍ଷିଲେନି, ଖୋଲା ଚାଲେଞ୍ଜ…

ଗୁହାରି କରି ଶୁଣୁ ନାହାନ୍ତି ସରକାର; ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

କଳାହାଣ୍ଡି: ଗଣମାଧ୍ୟମର ବାରମ୍ବାର ରିପୋର୍ଟିଂ, ଅନେକ ଆଲୋଚନା ସମାଲୋଚନା ପରେ ବି ସୁଧୁରିପାରୁନି ରାଜ୍ୟର ଉପାନ୍ତ ଜିଲ୍ଲାମାନଙ୍କର ସ୍ଥିତି। କଳାହାଣ୍ଡି ଜିଲ୍ଲାର ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଖଟିଆରେ ବୁହା ହେଇ ଆଶିଲେ ଗର୍ଭବତୀ ମହିଳା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର…

ଜାପାନର ବଡ ନିଷ୍ପତ୍ତି: ଶାରିରୀକ ସମ୍ପର୍କ ରଖିବାର ବୟସ ସୀମା ୧୩ରୁ ୧୬କୁ ବଢିଲା

ନୂଆଦିଲ୍ଲୀ: ଯୌନ ଅପରାଧକୁ ରୋକିବାକୁ ଓ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାପାନ ସରକାର ତତ୍‌ ସମ୍ପର୍କିତ ଆଇନ୍‌ରେ ପରିବର୍ତ୍ତନ କରିଛନ୍ତି। ସ୍ୱଇଚ୍ଛାରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମା ୧୩ ବର୍ଷରୁ ବଢ଼ାଇ ୧୬ ବର୍ଷ କରିଛନ୍ତି। ଶୁକ୍ରବାର ଜାପାନ ସଂସଦରେ…

ଭିଜିଲାନ୍ସ ଜାଲରେ କିରାଣି; ରଖିଥିଲେ ଆୟ ବହିର୍ଭୂତ ସମ୍ପତ୍ତି

ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟ କିରାଣି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଚଢାଉ କରିଛି ଭିଜିଲାନ୍ସ  ଟିମ । କିରାଣୀ ଜଣଙ୍କ ହେଲେ ରାମଚନ୍ଦ୍ର ସେନ।। ସେ ଦୀର୍ଘ ଦିନ ଧରି ବାରିପଦା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ଯ୍ୟକଳାପ…

ଶିମିଳିପାଳରେ ଶିକାରୀଙ୍କ ଉତ୍‌ପାତ, ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

କରଞ୍ଜିଆ: ଶିମିଳିପାଳରେ ଶିକାରୀଙ୍କ ଉତ୍‌ପାତ। ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଶିକାରୀ। ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣରେ ଶିକାରୀଙ୍କ ଗୁଳିରେ ପୁଣି ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ କର୍ମଚାରୀ ହେଲେ ନାମ ମାଟିଆ ହାଁସଦା (୪୫)।ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ…

ସୁସ୍ଥ ହେଉଛନ୍ତି ଶ୍ରୀଜୀଉ; ଆଜି ବନକଲାଗି ନୀତି

ପୁରୀ:ଆଜି ଚତୁର୍ଦ୍ଦଶୀ ତିଥି । ଅଣସର ଘରେ ଥିବା ଚତୁର୍ଦ୍ଧା ମୂର୍ତ୍ତି ସେବାସୁଶ୍ରୁଷା ପରେ ସୁସ୍ଥ ହେଉଛନ୍ତି । ଆଜି ହେବ ବନକଲାଗି ନୀତି । ଏହି ବନକଲାଗି ନୀତି ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ଦତ୍ତ ମହାପାତ୍ର ସେବକ କଳା, ଧଳା, ନାଲି ପରି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ…

ରାତିରେ ରଜ ଆସର, ସକାଳୁ ଦୁଃଖର ସାଗର, ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ଗଣ ପର୍ବ ରଜ ପାଇଁ ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମମେହୀଙ୍କ ପୀଠରେ ଚାଲିଥିଲା ରଜ ମହୋତ୍ସବ। ଗତକାଲିର ହସଖୁସୀର ଆସରେ ଆଜି ସକାଳେ ଦୁଃଖରେ ବଦଳି ଗଲା। ବ୍ରହ୍ମମେହୀଙ୍କ ପୀଠରେ ଲାଗିଥିବା ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଲା।  କଟକ ଜିଲ୍ଲା ବାଙ୍କୀରେ ଏହି ଅଭାବନୀୟ…

ରଥଯାତ୍ରା ଅପ୍‌ଡେଟ୍: ଦର୍ପଦଳନ ରଥର ଅଖରେ ଫାଟ!

ପୁରୀ: ମଙ୍ଗଳବାର(ଜୁନ ୧୦) ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ସରିଛି ପ୍ରସ୍ତୁତି ଓ ପ୍ରଶାସନ ପ୍ରସ୍ତୁତି। ରଥକାର୍ଯ୍ୟ ପ୍ରାୟ ଚୂଡ଼ାନ୍ତ ସ୍ଥିତିରେ। ହେଲେ  ଦର୍ପଦଳନ ରଥର ଅଖରେ ଫାଟ ସୃଷ୍ଟି ହୋଇଥିବା ଖବର ମିଳିଛି। ମିଳିଥିବା ଖବର ଅନୁସାରେ ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ…

ଦୁର୍ଘଟଣା ପରେ ଜଳିଗଲା ବାଇକ-ଟ୍ଯାଙ୍କର: ୨ ମୃତ

ରାୟଗଡ଼ା:ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ।ଏକ ଟ୍ୟାଙ୍କର ବାଇକକୁ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃ୍ତ୍ୟୁ ଘଟିଛି ।  ଜଣେ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷେ ବାଇକକୁ ଧକ୍କା ଦେବା ପରେ ଉଭୟ ବାଇକ ଓ ଟାଙ୍କର ଜଳି…