ପଢ଼ିବାର ଅଭ୍ୟାସ ମତେ ଲେଖିବା ପାଇଁ ପ୍ରେରିତ କଲା : ସୁବ୍ରତ କୁମାର ଜେନା
ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସୁବ୍ରତ କୁମାର ଜେନା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବିଶେଷ ଭାବରେ ଗୀତି କବିତା…