‘୧୮ବର୍ଷରୁ କମ୍ ଏଆଇଟିଏ ଟେନିସ’ ଟାଇଟଲ୍ ଜିତିଲେ ଓଡ଼ିଶା ଖେଳାଳି କବୀର ହଂସ
ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଯୁବ ଟେନିସ ଖେଳାଳି କବୀର ହଂସ ଅହମ୍ମଦାବାଦଠାରେ ଅନୁଷ୍ଠିତ ହୋଇଥିବା ଏଆରଏ-ଏଆଇଟିଏ ୧୮ ବର୍ଷରୁ କମ୍ ସିଙ୍ଗଲ୍ସ ଟାଇଟଲ୍ ଜିତିବାର ଗୌରବ ଅର୍ଜନ କରିଛନ୍ତି ।
ଏହି ଟୁର୍ଣ୍ଣାମେଣ୍ଟ ଅହମ୍ମଦାବାଦସ୍ଥିତ ‘ଅହମ୍ମଦାବାଦ ର୍ୟାକେଟ୍ ଏକାଡ଼େମୀ’ଠାରେ ଅନୁଷ୍ଠିତ…