Latest Odisha News

BREAKING NEWS

କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; FCRA ବିଲ୍ ଓ’ଭବ୍ୟ’ ଯୋଜନକୁ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭାରତ ଶିଳ୍ପ ବିକାଶ ଯୋଜନା (BHAVYA)କୁ ମଞ୍ଜୁରୀ ଦିଆଯାଇଛି। ବଜେଟରେ ଏହା ଘୋଷଣା କରାଯାଇଥିଲା। ଏହି ଯୋଜନା ଅଧୀନରେ, ସାରା ଦେଶରେ ୧୦୦ଟି ଶିଳ୍ପ କ୍ଲଷ୍ଟର ସୃଷ୍ଟି କରାଯିବ। ଏଗୁଡ଼ିକ…

National Para Athletics Championship:କଳିଙ୍ଗ ଷ୍ଟାଡିୟମରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍‌ ଉଦ୍‌ଘାଟିତ;…

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଆଜିଠାରୁ ସମ୍ମାନଜନକ ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍‌ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ପାରାଲିମ୍ପିକ୍ସ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଏବଂ ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ…

ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ;ବାପାଙ୍କ ସହାୟତାରେ ୫.୫୬ କୋଟି ଆତ୍ମସାତ

ଭଦ୍ରକ:ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଶାଖା ମୁଖ୍ୟ ମାତୃପ୍ରସାଦ ମହାନ୍ତିଓ ଅବସରପ୍ରାପ୍ତ ଶିକ୍ଷକ ବାପାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏହି ଠକେଇ ହୋଇଛି। ସରକାରୀ ପାଣ୍ଠିର ଅପବ୍ୟବହାର କରି ୫,୫୬,୧୧,୪୯୫ କୋଟି ଟଙ୍କା ଠକେଇ…

ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ମାମଲା;ଦୋଷୀକୁ ୧୦ ବର୍ଷ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଅର୍ଥଦଣ୍ଡ

ରାୟଗଡା: ଜିଲ୍ଲାରେ ଜଣେ ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ସଂପର୍କିତ ଏକ ସମ୍ବେଦନଶୀଳ ମାମଲାରେ ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲା ବିଚାରପତି ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତା ଧାରା ୬୪(୧) ଅନୁଯାୟୀ…

ଧୋନୀଙ୍କ ଖାସ କ୍ଲବରେ ଏଂଟ୍ରି ମାରିବେ ସଞ୍ଜୁ ସାମସନ, କୋହଲି ରଚିବେ ଇତିହାସ

ଚେନ୍ନାଇ: ଆଇପିଏଲ ୨୦୨୬ରେ ସଞ୍ଜୁ ସାମସନ ଓ ବିରାଟ କୋହଲି ବଡ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି । ଟି୨୦ ବିଶ୍ୱକପ ୨୦୨୬ରେ ସଞ୍ଜୁ ସାମସନ ଚମତ୍କାର ପ୍ରଦର୍ଶନ କରି ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି । ସେ ଏବେ ବଡ ମ୍ୟାଚର ଖେଳାଳି ହୋଇଛନ୍ତି । ଆଇପିଏଲ ୨୦୨୬ରେ ମହେନ୍ଦ୍ର ସିଂ ଧୋନୀଙ୍କ…

SCB Hospital Fire:SCB ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ;୪ ଅଧିକାରୀ ନିଲମ୍ବିତ

କଟକ: କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୪ ଅଧିକାରୀ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିମ୍ନଲିଖିତ ଚାରି ଜଣ…

ଏକ ଚାରି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୁଧବାର ସକାଳେ ରାଜଧାନୀର ପାଲମ ଅଞ୍ଚଳରେ ଏକ ଚାରି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ନଅ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁସାରେ, ସକାଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଏକ କସମେଟିକ୍ସ ଦୋକାନରେ…

Biju Naveen Inspirational Foundation: ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ;କହିଲେ-…

ଭୁବନେଶ୍ବର: ବିଜୁ-ନବୀନ ଇନ୍ସପିରେସନାଲ୍ ଫାଉଣ୍ଡେସନ ନେଇ ମୁହଁ ଖୋଲିଲେ ନବୀନ। ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜୁ ବାବୁ ବିଭିନ୍ନ କାମ ପାଇଁ ପରିଚୟ ଲାଭ କରିଥିଲେ । ସାମାଜିକ କାର୍ଯ୍ୟକ୍ରମ ଓ ଦାନ ଧର୍ମ ପାଇଁ ସେ ପରିଚିତ ଥିଲେ । ଏ କଥା…

ହାଇଦ୍ରାବାଦର ନେତୃତ୍ୱ ନେବେ ଈଶାନ କିଶାନ

ହାଇଦ୍ରାବାଦ: ଆଇପିଏଲ ୨୦୨୬ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଏକ ବଡ ନିଷ୍ପତି ନେଇଛି । ଆଘାତପ୍ରାପ୍ତ ପ୍ୟାଟ କୁମିନ୍ସଙ୍କ ସ୍ଥାନରେ ଈଶାନ କିଶାନଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ବୁଧବାର ଫ୍ରାଂଚାଇଜର ପକ୍ଷରୁ ଏହି ଘୋଷଣା କରାଯାଇଛି । ଅଭିଷେକ ଶର୍ମା ଓ ଈଶାନଙ୍କ ମଧ୍ୟରେ କିଏ ଏହି…

RI office: ବେଆଇନ କାର୍ଯ୍ୟ କରିବାକୁ ମନା କଲେ RI…ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ; ଥାନାରେ ଅଭିଯୋଗ

ଭଦ୍ରକ: ଅଫିସ୍‌ ଭିତରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ । ତାହା ପୁଣି ଦିନ ଦ୍ୱିପହରେ। ପୁଣି ଅଫିସ ଗୃହରୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ନେଇ ମାଡ଼ ମାରିଛନ୍ତି । ଆରଆଇଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେଉଛି ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି…