Latest Odisha News

BREAKING NEWS

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ବଦଳିଲା ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମୟସୀମା

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ରାଜ୍ୟର ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି), ପୌରପାଳିକା…

ହାର୍ଦ୍ଦିକଙ୍କ ବିକଳ୍ପ: ନୀତିଶଙ୍କୁ ନେଇ କୋଚ୍ ଗମ୍ଭୀରଙ୍କ ବଡ଼ ଯୋଜନା

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ହେବ ସଂପୂର୍ଣ୍ଣ ଫିଟ୍ ନଥିବା ବେଳେ ଏକଦିବସୀୟ କ୍ରିକେଟରେ ୧୦ ଓଭର ବୋଲିଂ କରିବାକୁ ପ୍ରସ୍ତୁତ ନାହାନ୍ତି । ଏହି ପରିସ୍ଥିତିରେ ୨୦୨୭ ୱାର୍ଲ୍ଡକପ୍‌କୁ ନଜରରେ ରଖି ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀର ଯୁବ ଅଲରାଉଣ୍ଡର ନୀତିଶ କୁମାର…

ରାଜ୍ୟ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ: ନୂଆ ଦାୟିତ୍ୱରେ ୧୦ ଆଇଏଏସ୍ ଅଫିସର

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ସଚିବାଳୟ ସ୍ତରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଥିବା ୧୦ ଜଣ ବରିଷ୍ଠ ଅଧିକାରୀମାନଙ୍କୁ ସ୍ଥାନାନ୍ତର କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି । ବିଶେଷକରି ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତିରାଜ,…

Digital payment: “SUJOG” ଜରିଆରେ ନାଗରିକଙ୍କୁ ମିଳିବ ସୁରକ୍ଷିତ, ସୁବିଧାଜନକ ଡିଜିଟାଲ୍ ପେମେଣ୍ଟ…

ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପେମେଣ୍ଟ ଆଗ୍ରିଗେଟର୍ ସେବା SBIePay ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟର ସହରାଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ "SUJOG" ପ୍ଲାଟଫର୍ମ…

ଓଡ଼ିଶା ହେବ ସେମି କଣ୍ଡକ୍ଟର ହବ: ସୃଷ୍ଟି ହେବ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍ (Semiconductor Hub) ଭାବରେ ଗଢ଼ିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ସେମିକଣ୍ଡକ୍ଟର ମିଶନ ଅଧୀନରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଓଡ଼ିଶାକୁ ୨ଟି ଚିପ୍ ପ୍ରକଳ୍ପ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ…

ଆରମ୍ଭ ହେବ ଓଡ଼ିଶା ବିଧାନସଭା ଅଧିବେଶନ, ଜାଣନ୍ତୁ କେଉଁ ରାସ୍ତା ଦେଇ ଯାତାୟାତ କରିବେ…

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଆସନ୍ତା ସୋମବାର ଦିନ ବିଧାନସଭା ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଅଧ୍ୟକ୍ଷତା କରିବେ ବାଚସ୍ପତି। ଏନେଇ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ…

ଟି୨୦ କ୍ରିକେଟ: ୯୦୦୦ ରନ୍ ଅତିକ୍ରମ କଲେ ସଞ୍ଜୁ , ଏଲିଟ୍ ତାଲିକାରେ ପଞ୍ଚମ ଭାରତୀୟ

ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଓପନର ଅଭିଷେକ ଶର୍ମାଙ୍କ ଶତକ ସହ ସଞ୍ଜୁ ସାମସନ୍‌ଙ୍କ ଅର୍ଦ୍ଧଶତକୀୟ ପାରି ବଳରେ ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । ଏହି ଅର୍ଦ୍ଧଶତକୀୟ ପାରି ସହ ସଞ୍ଜୁ ସାମସନ୍ ଟି୨୦ କ୍ରିକେଟରେ ନିଜର ୯୦୦୦ ରନ୍ ପୂରଣ କରି ଏକ ସ୍ୱତନ୍ତ୍ର…

ବିସିସିଆଇ ବାର୍ଷିକ ବୈଠକ: ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଅନିଶ୍ଚିତତା, ଧମାଲ ପୂନର୍ବାର ହେଲେ ଆଇପିଏଲ…

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର‌୍ୟ୍ୟକାଳ ବୃଦ୍ଧି ସମ୍ପର୍କରେ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇନାହିଁ । ଅନ୍ୟପଟେ ଅରୁଣ ସିଂହ ଧୂମଲ ପୁନର୍ବାର ଆଇପିଏଲ ଗଭର୍ଣ୍ଣିଂ କାଉନ୍ସିଲର ଅଧ୍ୟକ୍ଷ ଭାବେ…

ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ ଜାରି;ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି

ଭୁବନେଶ୍ବର: ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି। ଏନେଇ ଆଜି ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସଂଶୋଧିତ କାର୍ଯ୍ୟ ସୂଚୀ ଜାରି କରିଛନ୍ତି। ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଇ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା…

ନନ୍ଦିଗ୍ରାମ ଉପନିର୍ବାଚନରେ ପୁଣି ନୂଆ ଟ୍ବିଷ୍ଟ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନ

କୋଲକାତା: ନନ୍ଦିଗ୍ରାମ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା। ଉପନିର୍ବାଚନରେ ପୁଣି ନୂଆ ଟ୍ବିଷ୍ଟ। କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଏକ ପୁରୁଣା ହତ୍ୟା ମାମଲାରେ ଗିରଫ କରାଯାଇଛି। ଆଜି ନାମାଙ୍କନ ପ୍ରତ୍ୟାହାର କରିଥିଲେ ଟିଏମ୍‌ସି ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ। ନାମାଙ୍କନ…