ଭାରତୀୟ ବାୟୁସେନାରେ ସାମିଲ ହେବ ୯୭ ତେଜସ Mk1A
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା HAL ସହିତ ୬୨୩୭୦କୋଟି ମୂଲ୍ୟର ୯୭ଟି ତେଜସ Mk1A ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଥିବା ଜଣାପଡ଼ିଛି।
ଯେଉଁଥିରେ ଉନ୍ନତ ଧରଣର AESA (FCR) ଏବଂ EW ସିଷ୍ଟମ ଅନ୍ତର୍ଭୁକ୍ତ ରହିବ। ଏଥିସହିତ ଏଥିରେ ଇଲେକ୍ଟ୍ରୋନିକ୍ ୱାରଫେୟର ମଧ୍ୟ ଲଗାଯିବ। ଯାହା ଦ୍ୱାରା…