Latest Odisha News

BREAKING NEWS

ଡେଭିଡ, ହାର୍ଦ୍ଦିକଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଖେଳାଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୧୮ ରନରେ ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ କରିଛି । ଏହି ମ୍ୟାଚରେ ଟିମ ଡେଭିଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡେଭିଡ ମ୍ୟାଚ ଅବସରରେ ଅମ୍ପାୟରଙ୍କୁ ବଲ ନ…

Saree loot:‘ବୟନିକା’କୁ ଆସିଲେ ଦାମୀ କାରରେ;୭ ଲକ୍ଷ ଟଙ୍କାର ଶାଢ଼ୀ ଲୁଟି ନେଲେ

ଅନୁଗୁଳ: ଇନୋଭା କାରରେ ଆସିଲେ। ଶାଢ଼ୀ ଦେଖିବା ବାହାନାରେ ୨୫ ଖଣ୍ଡ ପାଟ ଶାଢ଼ୀ ଲୁଟି ନେଲେ ମହିଳା ଲୁଟେରା ଦଳ । ୭ ଲକ୍ଷ ଟଙ୍କାର ଦାମୀ ସମ୍ବଲପୁରୀ ଶାଢ଼ି ନେଇ ଚମ୍ପଟ ମାରିଛନ୍ତି ୭ଜଣ ମହିଳା । ଅନୁଗୁଳ ଅମଲାପଡ଼ାର ‘ବୟନିକା’ରୁ ଶନିବାର ଅପରାହ୍ଣରେ ଏମିତି ବଡ଼ଧରଣର ଚୋରି ହୋଇଥିବାର ସୂଚନା…

Asha Bhosle Funeral: ପଞ୍ଚଭୂତରେ ଲୀନ ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହୋଇଛନ୍ତି ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେ। ୯୨ ବର୍ଷୀୟ ଗାୟିକାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ପରେ ତାଙ୍କୁ ଏପ୍ରିଲ ୧୧, ୨୦୨୬ରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହାପରେ ତାଙ୍କର ଦେହାନ୍ତ ହୋଇଥିଲା। ପ୍ରାରମ୍ଭରେ ରିପୋର୍ଟ…

ବିଶ୍ୱର ସବୁଠାରୁ ଲୋକପ୍ରିୟ ଏବଂ ଅଧିକ କୁହାଯାଉଥିବା ଶବ୍ଦ କେଉଁଟି?

ନୂଆଦିଲ୍ଲୀ: ଆମେ ପ୍ରତିଦିନ ହଜାର ହଜାର ଶବ୍ଦ କହୁଛେ, କିନ୍ତୁ ଆପଣ କେବେ ଭାବିଛନ୍ତି କି ସମସ୍ତଙ୍କ ମୁହଁରେ କେଉଁ ଶବ୍ଦ ଅଧିକ ଆସେ? ଆଶ୍ଚର୍ଯ୍ୟର କଥା, ବିଶ୍ୱର ଏହି ସର୍ବାଧିକ କୁହାଯାଉଥିବା ଶବ୍ଦଟି କୌଣସି ଗଭୀର ଦର୍ଶନ କିମ୍ବା ପ୍ରାଚୀନ ପାଠ୍ୟରୁ ଉତ୍ପନ୍ନ ହୋଇନାହିଁ, ବରଂ ଏକ ସରଳ ମଜା…

ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ବୋମା ଥିବା ନେଇ ମିଳିଲା ଧମକପୂର୍ଣ୍ଣ ମେଲ୍

ମାଲକାନଗିରି: ପୁଣି କୋର୍ଟକୁ ମିଳିଲା ବୋମା ଧମକ । ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଖବର ସାମ୍ନାକୁ ଆସିବା ପରେ ସାରା କୋର୍ଟ ପରିସରରେ ଭୟର ବାତ୍ତାବରଣ ଦେଖିବାକୁ ମିଳିଥିଲା । କୋର୍ଟ ବିଚାରପତି, କର୍ମଚାରୀ, ଓକିଲଠୁ ଆରମ୍ଭ…

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ; ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଡ଼ବିଲ ଠାରେ ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରି ବଡ଼ବିଲ ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ସ୍ବପ୍ନ ପୂରଣ କରିଛନ୍ତି। ଗତବର୍ଷ ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶୃତି ଦେଇଥିଲେ।…

Fishing Ban: ପାରାଦୀପ ବନ୍ଦରରେ ୧୫ ଏପ୍ରିଲରୁ ମାଛଧରା ଉପରେ କଟକଣା

ପାରାଦୀପ: ଏବେ ଆରମ୍ଭ ହୋଇଛି ମାଛ ମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା । ଏହି ସମୟରେ ପାରାଦୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ମାଛଧରା ବନ୍ଦର, ଷଣ୍ଢକୁଦରେ ମତ୍ସ୍ୟଜୀବୀଙ୍କ ମାଛଧରା ଉପରେ କଟକଣା ଜାରି କରାଯାଇଛି । ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର…

Mao Commander Died: ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ମହିଳା କମାଣ୍ଡର ସଫା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଛି । ନିହତ ନକ୍ସଲକୁ ମାଓ ଏରିଆ କମାଣ୍ଡର ରୂପୀ ଭାବରେ ଚିହ୍ନଟ କରାଯାଇଛି । ରୂପୀର ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ଏବଂ ସେ…

ବେଆଇନ ମାଦକ ଦ୍ରବ୍ୟ କାରବାର ରୋକ ଉପରେ ଗୁରୁତ୍ୱ, ଏମ୍‌ଜିକ୍ୟୁ ବଦଳରେ ଏମ୍‌ଜିଇଆର୍‌ ବ୍ୟବସ୍ଥା ଲାଗୁ

ଭୁବନେଶ୍ୱର: ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରଣୟନ ସହ ଏହାକୁ ସଠିକ୍‌ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…

ଟ୍ରମ୍ପଙ୍କୁ ଅଷ୍ଟ୍ରେଲିଆର ଝଟକା, ହର୍ମୁଜ ବନ୍ଦକୁ ନେଇ କହିଲା ଏମିତି …

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ସମସ୍ତ ଦେଶ ପାଇଁ ହର୍ମୁଜ୍ ପ୍ରଣାଳୀ ଖୋଲା ରଖିବାକୁ ନିବେଦନ କରିଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ବିଫଳ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ବନ୍ଦ ଘୋଷଣା କରିବା…