WhatsAppରେ ଆସୁଛି ‘ଗ୍ରୁପ୍ ଚାଟିଂ ଫିଚର’, ଆହୁରି ମଜାଦାର କରିବ ଏହି ଫିଚର୍
ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ନିରନ୍ତର ନୂଆ ନୂଆ ଫିଚର ଆଣି ଚାଟିଂ ଅଭିଜ୍ଞତାକୁ ଆହୁରି ସରଳ ଓ ମଜେଦାର କରୁଛି। ଏହି ଧାରାରେ କମ୍ପାନି ଏବେ ଏକ ନୂଆ ଫିଚର ‘ଗ୍ରୁପ୍ ଟ୍ୟାଗ୍’ ଉପରେ କାମ କରୁଛି। ଏହି ଫିଚର ମାଧ୍ୟମରେ ଗ୍ରୁପ୍ର ସଦସ୍ୟମାନେ ନିଜେ ନିଜକୁ ନିଜର ଇଚ୍ଛାମୁତାବକ ବ୍ୟକ୍ତିଗତ ଟ୍ୟାଗ୍…