OpenAI ଆଣୁଛି AI ସ୍ମାର୍ଟଫୋନ, ଫିଚର୍ସ ଲିକ୍
ନୂଆଦିଲ୍ଲୀ: ChatGPT ପଛରେ ଥିବା AI କମ୍ପାନୀ OpenAI ଏବେ Apple ଏବଂ Samsung କୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛି।
ମିଡିଆ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ପ୍ରଥମ AI ଫୋନ ଉପରେ କାମ କରୁଛି। ଏକାଧିକ ଆପ୍ ମଧ୍ୟରେ ନେଭିଗେଟ୍ କରିବା ପରିବର୍ତ୍ତେ ୟୁଜର୍ସ ଏବେ AI ଉପରେ…