ଦୁନିଆର ସବୁଠୁ ସରୁ ଅଣ୍ଟା: ଯାହାର ଚଉଡ଼ା ୧୧.୮ ଇଞ୍ଚ, ଏହା ପଛର ରହସ୍ୟ ଜାଣନ୍ତୁ
ନ୍ୟୁୟର୍କ: ଆଜିକାଲି ସମସ୍ତେ ପତଳା ଚେହେରା ପସନ୍ଦ କରୁଛନ୍ତି । ଆଉ ମହିଳାମାନେ ସେମାନଙ୍କ ଅଣ୍ଟା ପତଳା କରିବାକୁ ଇଛା ରଖନ୍ତି । ଏହି କାରଣରୁ ମଡେଲମାନେ ସେମାନଙ୍କ ଅଣ୍ଟା ସରୁ କରିବା ଲାଗି ବହୁ କଠିନ ପରିଶ୍ରମ କରିବା ସହ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ ଏମିତି ଜଣେ ମହିଳା…