Latest Odisha News

BREAKING NEWS

ପରିଣତ ବୟସରେ ଦୁଇ କୁଷ୍ଠରୋଗୀଙ୍କୁ ଜୀବନ ଜୀଇଁବାର ରାହା ଦେଖାଇଲା ପ୍ରେମ

ସୋର: ବାଲେଶ୍ୱରରେ ଥିବା  କୁଷ୍ଠରୋଗୀ ଆଶ୍ରୟସ୍ଥଳୀରେ ଏକ ବିରଳ ଓ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଆଶ୍ରୟସ୍ଥଳୀରେ ଦୁଇ ଜଣ ଅନ୍ତେବାସୀ ଦାସ ମାରାଣ୍ଡି (୬୩) ଓ ପଦ୍ମାବତୀ ଦାସ (୬୫) ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଲୋକଙ୍କ…

ଅପରେସନ୍ ଅଜୟ: ଦ୍ବିତୀୟ ପର୍ଯ୍ୟାୟରେ ସୁରକ୍ଷିତ ଫେରିଲେ ୨୩୫ ଭାରତୀୟ

ନୂଆଦିଲ୍ଲୀ : ‘ଅପରେସନ ଅଜୟ’ରେ ଇସ୍ରାଏଲରୁ ଦ୍ବିତୀୟ ପର୍ଯ୍ୟାୟରେ ସ୍ବଦେଶ ଫେରିଲେ ଭାରତୀୟ । ଦୁଇ ଶିଶୁଙ୍କ ସମେତ ୨୩୫ ଭାରତୀୟ ନାଗରିକଙ୍କୁ ନେଇ ଏହି ସ୍ବତନ୍ତ୍ର ବିମାନ ଆଜି ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି  ।  ଗତକାଲି ରାତିରେ ବିମାନଟି ତେଲ ଅଭିଭ ଛାଡିଥିଲା  । ବୈଦେଶିକ…

କାହିଁକି ଭାରତ-ପାକିସ୍ତାନ ମ୍ୟାଚକୁ ଅନେକଙ୍କ ଅପେକ୍ଷା ଥାଏ?

ଭୁବନେଶ୍ୱର: ଶନିବାର ଅପରାହ୍ନରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପୂର୍ବରୁ ସୀମାର ଉଭୟ ପାର୍ଶ୍ୱରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳିଛି। ଯଦିଓ ଦୁଇ ଦେଶ ମଧ୍ୟରେ ଶତ୍ରୁତା ଚରମସୀମାରେ ପହଁଚିଛି ଏବଂ ଅନ୍ତର୍ଜାତୀୟ ମଞ୍ଚରେ ପରସ୍ପରକୁ ବିରୋଧ କରିବାଠୁ…

କବିତା : ସାର୍ଥକ ଜୀବନ

ନିରୁପମା ପତି ଶୀତ ଆଗମନେ ନିର୍ମଳ ଗଗନେ ସ୍ବାଗତ କରୁଛି ଧରା, ପଲ୍ଲବେ ନିହାର ମୁକ୍ତାର ଶିଶିର ଇନ୍ଦ୍ରଧନୁ ସାଜି ପରା ।। କୁସୁମେ ଶୋଭିତ ଫଲ୍ଗୁରେ ମୋହିତ ଚାନ୍ଦିନୀ ପରଶ ପାଇ, ଆଶାର କୋଣାର୍କ ଗଢ଼ି ଯିବା ଆଜି ସମ୍ପର୍କ ର ସାଥୀ ହୋଇ ।। ଶାନ୍ତି,ପ୍ରୀତି, ମୈତ୍ରୀ ଏକତାର…

ପବିତ୍ର ମହାଳୟାରେ ଯାଜପୁର ନାଭିଗୟାରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ: ଆସନ୍ତାକାଲି ମା ବିରଜାଙ୍କ ପୀଠରେ ଗଡିବ ରଥ

ଯାଜପୁର : ଆଜି ପବିତ୍ର ମହାଳୟା  । ଏହି ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ବିଶେଷକରି ଆଜିର ଦିନରେ ପିଣ୍ଡଦାନ କଲେ ପିତୃପୁରଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଥିବା…

ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନରେ ପ୍ରଥମ ମୋବାଇଲ ଟାୱାର : ବିଏସଏନଏଲ ସହ ମିଶି ନିର୍ମାଣ କଲା ଭାରତ

ନୂଆଦିଲ୍ଲୀ :  ଦେଶ ସ୍ବାଧୀନତାର ୭୬ ବର୍ଷ ପରେ  ସିଆଚେନ୍ ଗ୍ଲାସିଅରରେ ପ୍ରଥମ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି ।  ଯାହାକି ୧୫, ୫୦୦ ଫୁଟରୁ ଅଧିକ ଉଚ୍ଚରେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ଅଟେ  । ବିଏସଏନଏଲ ସହଯୋଗିତାରେ ଭାରତୀୟ ସେନା ପ୍ରଥମ ଥର ଏହି ମୋବାଇଲ ଟାୱାର ସ୍ଥାପନ କରିଛି…

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣିଥରେ ଖୋଲିଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟ

ବାରିପଦା: ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ଜାତୀୟ ଉଦ୍ୟାନ ମୌସୁମୀ ଋତୁ ପାଇଁ ପ୍ରାୟ ୫ ମାସ ବନ୍ଦ ରହିବା ପରେ ଆଜିଠୁ ପର୍ଯ୍ଯଟକଙ୍କ ପାଇଁ ପୁଣି ଖୋଲିଛି। ସକାଳ ୬ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ପାର୍କ ଭିତରକୁ ପ୍ରବେଶ କରିପାରିବେ। ଯଶିପୁର ପାର୍ଶ୍ୱରୁ କଳିଆଣି…

ଭାଷା ଭାଗବତ : ଚଳିତ ସମୟର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥାରେ ଯେଉଁ ଶବ୍ଦ ଚଳେ ତାହା କେବଳ ଲେଖିଦେଲେ ଭାଷାକୁ ପଶେ ସରଳତା ବିଲୁପ୍ତ ହୁଏ ଦୁର୍ବୋଧ୍ୟତା ଲିପି ତ ଧ୍ବନିର ସୂଚକ ସ୍ବତଃ ତା ଶବ୍ଦର ରକ୍ଷକ ମୂଳ ଭାଷା ପାଟିର କଥା ସଂଭାଳେ ଶବ୍ଦର ସ୍ଥିରତା ଧ୍ବନି ଓ ଲିପିର…

ମହାଳୟା

ହିନ୍ଦୁ ଧର୍ମ ସହ ଅନେକ ରୀତିନୀତି , ପରମ୍ପରା , କିମ୍ବଦନ୍ତୀ ତଥା ପର୍ବପର୍ବାଣୀ ଆଦି କେଉଁ ଅନାଦି କାଳରୁ ଜଡି଼ତ । ପ୍ରତିଟି ପୂଜା ପର୍ବ ସହ ଏକ କାହାଣୀ ବା କିମ୍ବଦନ୍ତୀ ଜଡ଼ିତ ହୋଇଥାଏ । ଧାର୍ମିକ ଭାବନା ସହ ସଂଶ୍ଲିଷ୍ଟ ‘ ମହାଳୟା’ ହିନ୍ଦୁ ଧର୍ମର ଏକ ବିଶେଷ ଦିନ ଭାବରେ ପରିଗଣିତ ।…

ଆଜି ପବିତ୍ର ମହାଳୟା: ପୁରୀରେ ପ୍ରବଳ ଗହଳି, ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ :ଆଜି ପବିତ୍ର ମହାଳୟା। ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ହେଉଛି ଶେଷ ଦିନ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି  । ଆଜି ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି  ।…