କେଜ୍ରିୱାଲଙ୍କ ବଡ଼ ଘୋଷଣା: ୫ ହଜାର ସଫେଇ କର୍ମଚାରୀଙ୍କ ଚାକିରି ହେବ ନିଶ୍ଚିତ
ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ସଫେଇ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ମ୍ୟୁନିସିପାଲିଟି କର୍ପୋରେସନର ପ୍ରାୟ ୫ ହଜାର କର୍ମଚାରୀଙ୍କ ଚାକିରି ନିଶ୍ଚିତ କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି ଯେ,…