ଜନ୍ମଦିନରେ ଗ୍ରାଣ୍ଡ ପାର୍ଟି ଦେବେ ଶାହାରୁଖ
ମୁମ୍ବାଇ: ବଲିଉଡର କିଙ୍ଗ୍ଖାନ ଶାହାରୁଖ ଖାନ୍ଙ୍କ ଚଳିତ ବର୍ଷ ଶୁଭ ଥିଲା । କାରଣ ଏହି ବର୍ଷ ରିଲିଜ୍ ହୋଇଥିବା ପଠାନ ଓ ଯବାନ ବକ୍ସ ଅଫିସରେ ରେକର୍ଡ଼ କରିଛି । ଏହି ଦୁଇଟି ଫିଲ୍ମ ଆଶା ବାହାରେ ବ୍ୟବସାୟ କରିଛି । ଏହାକୁ ନେଇ ଶାହାରୁଖ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏସବୁ ଖୁସିରେ ସେ ତାଙ୍କ…