ଫିଲ୍ମ ଷ୍ଟାଇଲରେ ଥାର୍ ଗାଡିରୁ ୩ କ୍ୱିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ, ୨ଆନ୍ତଃରାଜ୍ୟ ମାଫିଆ ଗିରଫ
ବଲାଙ୍ଗୀର: ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିରୁ ୩ କ୍ୱିଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ କରିଛି ବଲାଙ୍ଗୀର ଅବକାରୀ ବିଭାଗ । ତୁଷୁରା-ଆଟଗାଁ ରାସ୍ତାରେ ଆଜି ଏହି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ଦୁଇ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବା ସହ ଉକ୍ତ ଥାର୍…