Assam plane crash: ୮ ଦିନ ପୂର୍ବରୁ ଯାଇଥିଲେ ଝିଅ ଦେଖି, ଘରେ ଚାଲିଥିଲା ବିବାହ ପ୍ରସ୍ତୁତି…ଖବର ଆସିଲା ପୁଅ ସହିଦ୍…
ଆଲିଗଡ: ଆସାମ ଜୋରହାଟ ବିମାନ ଦୁର୍ଘଟଣାରେ ସହିଦ୍ ହୋଇଛନ୍ତି ୫ ବୀର ପୁଅ । ସେମାନଙ୍କ ମଧ୍ୟରେ ଥିଲେ ଆଲିଗଡର ପୁଅ ଜିତେନ୍ଦ୍ର ଶର୍ମା । ଘରେ ଖୁସିର ମୂହୁର୍ତ୍ତ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମିଳିଲା ଦୁଃଖଦ ଖବର । ପୂର୍ବରୁ ହାତ ଛାଡିଦେଇଛନ୍ତି ଘରର ମୁଖିଆ । ମାତ୍ର ୩୧ ବର୍ଷ ବୟସରେ…