୧୦ ଦେଶର ରାଷ୍ଟ୍ରଦୂତ କିଟ ଓ କିସ ପରିଦର୍ଶନ ସହ ଏସଡିଜି ବୈଠକରେ ସାମିଲ
ଭୁବନେଶ୍ୱର: ଲାଟିନ ଆମେରିକା ଏବଂ କାରିବିଆନ୍ ଦେଶଗୁଡିକର ପ୍ରତିନିଧିତ୍ୱ କରୁଥିବା ୧୦ ଜଣ ରାଷ୍ଟ୍ରଦୂତ କିଟ୍ ଏବଂ କିସ ପରିଦର୍ଶନ କରିବା ସହ ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଗୋଲ ଟେବଲ ବୈଠକରେ ଯୋଗଦେଇଥିଲେ।
ପେରୁ, ଆର୍ଜେଣ୍ଟିନା, ଉରୁଗୁଏ, ପାରାଗୁଏ, ସୁରିନାମ, ଚିଲି,…