Latest Odisha News

ପ୍ରିୟ ଗୁରୁଙ୍କୁ ଭେଟିବାକୁ ପାରିକର୍ ଦିନେ ଭୁବନେଶ୍ୱର ଆସିଥିଲେ…

ଭୁବନେଶ୍ୱର: ଗୋଆ ମୁଖ୍ୟମନ୍ତ୍ରୀ ସ୍ୱଗତଃ ମୁଖ୍ୟମନ୍ତ୍ରୀ ତଥା ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋହର ପାରିକରଙ୍କ ସରଳ ଜୀବନ ଯାପନ ଶୈଳୀ ଲାଗି ବେଶ୍ ମଧ୍ୟ ଜଣାଶୁଣା ଥିଲେ । ପାରିକର୍ ମୁମ୍ବାଇ ଆଇଆଇଟିରେ ଅଧ୍ୟୟନ କରିଛନ୍ତି । ମନ୍ତ୍ରୀପଦରେ ଥିବା ବେଳେ ମଧ୍ୟ ସେ ତାଙ୍କର ସମସ୍ତ…

କାଳ ହେଲା ପବଜି ଗେମ୍, ଟ୍ରେନ୍ ଧକ୍କାରେ ୨ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ହିଗୋଲି ଅଞ୍ଚଳରେ ୨ ଜଣ ଯୁବକ ମୋବାଇଲରେ ପବଜି ଗେମ୍ ଖେଳୁଥିବା ବେଳେ ସେମାନଙ୍କର ପ୍ରାଣହାନି ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ରେଳଧାରଣା ପାଖରେ ୨ ଜଣ ଯୁବକ ଅନ୍ୟମନସ୍କ ଭାବେ ଏହି ଗେମ୍ ଖେଳୁଥିବା ବେଳେ ହାଇଦ୍ରାବାଦ-ଅଜମେର ଏକ୍ସପ୍ରେସ ସେମାନଙ୍କୁ ଧକ୍କା…

ଜାଣନ୍ତୁ କେଉଁ ଆସନରୁ କିଏ: ବିଜେଡ଼ିର ୯ଟି ଲୋକସଭା ଓ ୫୪ଟି ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହିତ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନରୁ ନିର୍ବାଚନ ଲଢିବେ । ଏଥିସହିତ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିଖା ଘୋଷଣା କରିଛନ୍ତି । ସୋମବାର…

ବଡ ଖବର: ଓଡିଶା ମୁଖ୍ୟମନ୍ତ୍ରୀ ଉଭୟ ହିଞ୍ଜିଳି ଓ ବିଜେପୁର ଆସନରୁ ନିର୍ବାଚନ ଲଢିବେ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ୨୦୧୯ ନିର୍ବାଚନ ପଶ୍ଚିମ ଓଡିଶାରୁ ଲଢିବା ନେଇ ସୂଚନା ଦେବାର ଗୋଟିଏ ଦିନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁରରୁ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି…

ବିଜେଡି ଛାଡିଲେ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ

ଭୁବନେଶ୍ୱର : ରାୟଗଡା ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ସୋମବାର ଦିନ ଶାସକ ଦଳ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ନବୀନ ନିବାସ ପରିସରରେ ସେ ଗଣମାଧ୍ୟମକୁ ସୂଚନା ଦେଇ…

ରାଜ୍ୟର ୧୦ଟି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ନେଇ ସୋମବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୁନ୍ଦରଗଡ଼, ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଯାଜପୁର ଜିଲ୍ଲାର…

ସୁନ୍ଦରଗଡ଼: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଜରଙ୍ଗଲୋଇ ଗାଁ ନିକଟ ବିଜୁ ଏକ୍ସପ୍ରେସୱେ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ସଜ୍ଜନ ଅଗ୍ରଓ୍ୱାଲ, ଉର୍ମିଳା ଦେବୀ ଓ ନିର୍ମଳା ଦେବୀ ବୋଲି ଜଣାପଡିଛି । ଏଥିସହିତ ସଙ୍ଗୀତା ଅଗ୍ରଓ୍ୱାଲ…

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର : ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ଘୋଷିତ କରାଯାଇଥିବା ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ୍ ୧୧ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଜିଲ୍ଲାର ୪ଟି ଲୋକସଭା ଓ ୨୮ଟି…

ଓଏସଡିଏ ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚିଙ୍କ ଇସ୍ତଫା

ଭୁବନେଶ୍ୱର : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚି୍ ଇସ୍ତଫା ପ୍ରଦାନ କରିଛନ୍ତି । ଏନେଇ ଶ୍ରୀଯୁକ୍ତ ବାଗଚି୍ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଇସ୍ତଫା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।…

ଜଟିଳତା ମଧ୍ୟରେ ଓଡ଼ିଶାରେ ୨୦୧୯ ନିର୍ବାଚନ: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେବାର ଦୀର୍ଘ ତିନିମାସ ପରେ ବରିଷ୍ଠ ନେତା ବିଜୟ ମହାପାତ୍ର ରବିବାର ଦିନ କହିଛନ୍ତି, ବଡ଼ ଜଟିଳତା ମଧ୍ୟରେ ଓଡ଼ିଶାରେ ୨୦୧୯ ନିର୍ବାଚନ ଅନୁଷ୍ଠିତ ହେବ । “ଏଭଳି ନିର୍ବାଚନ ଓଡ଼ିଶାର ଜନସାଧାରଣ ପୂର୍ବରୁ କେବେବି ଦେଖି ନଥିବେ” ବୋଲି କହିଛନ୍ତି ବରିଷ୍ଠ ନେତା…