Latest Odisha News

BREAKING NEWS

ଅଧ୍ୟାପକ ଓ ପ୍ରିନସିପାଲଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ନିକଟରେ ଛାତ୍ରଛାତ୍ରୀ ଫେରାଦ

ନୟାଗଡ: ଶରଣକୁଳ କଲେଜର କିଛି ଛାତ୍ର ଓ କଲେଜ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ବା ରାଗିଂ ଅଭିଯୋଗ ଆଣି ଯୁକ୍ତ ଦୁଇ ଛାତ୍ରମାନେ ବୁଧବାର ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। କଲେଜର ଅଧ୍ୟାପକମାନେ ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରରେ ନାମ ଲେଖାଇବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏବଂ…

ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ସାଇବର ସୁରକ୍ଷା ଦିଗରେ ଆସିବ ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟ ସରକାର ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ସାଇବର ସୁରକ୍ଷା ଦିଗରେ ଏକ ନିର୍ଦ୍ଦେଶାବଳୀ ଜାରି କରିବାକୁ ଯୋଜନା କରୁଛନ୍ତି। ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି (ଓସେପା) ପକ୍ଷରୁ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସାଇବର ସୁରକ୍ଷା ପାଇଁ…

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ଅଭିଯୋଗ, ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର: ମୋଦୀ ସରକାର ସମୟରେ ଦେଶର ଗଣତନ୍ତ୍ର ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । ଗଣତନ୍ତ୍ର, ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଏପରିକି ସଂସଦୀୟ ପରମ୍ପରାର ଭାବମୂର୍ତ୍ତି ଖରାପ ହୋଇଛି। କେନ୍ଦ୍ରରେ ବିଜେପି ସରକାର ଭାରତବର୍ଷର ଗଣତନ୍ତ୍ରକୁ ନିଜ କାର୍ଯ୍ୟଧାରା ମାଧ୍ୟମରେ ଦୁର୍ବଳରୁ ଦୁର୍ବଳତର…

ସମ୍ବଲପୁର ଘଟଣାକୁ ପୁଣିଥରେ ଉସକେଇବାକୁ ପ୍ରୟାସ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ସମ୍ବଲପୁର ଘଟଣାକୁ ବିଜେପି ଉସକେଇବାକୁ ପ୍ରୟାସ କରୁଛି। ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏବେ ଶାନ୍ତି ଫେରି ଆସୁଥିବାବେଳେ ଓଡ଼ିଶା ବିଜେପି ସାମ୍ବାଦିକ ସମ୍ମିଳନୀ କରି ପୁଣିଥରେ ଏହି ପ୍ରସଙ୍ଗକୁ ଉସକେଇବାକୁ ଚାହୁଁଛି ଏବଂ ଏଥିରୁ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରୁଛି।…

ଜେଜେ ମା’ ଅନ୍ତିମ ସଂସ୍କାରରେ ଯୋଗ ଦେବା ପରେ ସିଆରପିଏଫ ଯବାନ ନିଖୋଜ!

ଜଗତସିଂହପୁର: ଏରସମା ଥାନା ଅନ୍ତର୍ଗତ ସୋମପୁର ଗାଁର ସୂର୍ଯ୍ୟକାନ୍ତ କୁଅଁର ନାମକ ଜଣେ ସିଆରପିଏଫ ଯବାନ ଗତ ୩ ଦିନ ହେବ ନିଖୋଜ ଥିବା ଅଭିଯୋଗ ହୋଇଛି। ତାଙ୍କ ପତ୍ନୀଙ୍କ କହିବାନୁସାରେ, ଏପ୍ରିଲ ୧୭ ତାରିଖରେ ତାଙ୍କ ଜେଜେମା'ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପରଠାରୁ କୁଅଁର ନିଖୋଜ ଅଛନ୍ତି।…

ସ୍ତ୍ରୀର ପରକୀୟାପ୍ରୀତିକୁ ସହିନପାରି ହତ୍ୟା କଲା ସ୍ୱାମୀ!

ଭୁବନେଶ୍ୱର: ସ୍ତ୍ରୀର ପରକୀୟାପ୍ରୀତିକୁ ସହିନପାରି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ରହିଛି। ରାଜଧାନୀ ଉପକଣ୍ଠ ଭରତପୁର ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିବା ସହ ପରକୀୟା ପ୍ରୀତି ସନ୍ଦେହରେ ମୃତ ମାମା ପ୍ରଧାନଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ। ଉଭୟଙ୍କ…

କେଉଁ କୁଳର ହେବେ ମୁକୁଲ ରୟ? ଦଳରେ ଅଛନ୍ତି ବୋଲି କହିବା ପରେ ପଶ୍ଚିମବଙ୍ଗ ବିଜେପିରେ ଭିନ୍ନ ମତ

କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ନେତା ମୁକୁଲ ରୟ ପୁଣିଥରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଦଳର ଶୀର୍ଷ ନେତାଙ୍କୁ ଭେଟିବା ପରେ ଏକ ପ୍ରେସ କନଫରେନସ ଜରିଆରେ କହିଛନ୍ତି, ସେ ବିଜେପି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ଦଳରେ ଅଛନ୍ତି। ହେଲେ…

ରାଜସ୍ଥାନ ରୟାଲ୍ସକୁ ୧୦ ରନରେ ହରାଇଲା ଲକ୍ଷ୍ନୌ ସୁପର ଜାଏଣ୍ଟସ

ଜୟପୁର: ବୁଧବାର ଆଇପିଏଲରେ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ  ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୦ ରନରେ ଜିତିଛି। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଟିମ୍ ୨୦…

ଫୁଟିଲାନି ବନ୍ଧୁକ: ବ୍ୟାଙ୍କ ଲୁଟିବାକୁ ଆସି ଖାଲି ହାତରେ ଫେରିଗଲେ ଡକାୟତ

ପାଟଣା: ଆପଣ ନିଶ୍ଚିତ ଭାବରେ ଅନେକ ସମୟରେ ଖବର ଶୁଣିଥିବେ ଯେ କିଛି ଡକାୟତ ବ୍ୟାଙ୍କ ଲୁଟିବାକୁ ଆସିଥିଲେ ଏବଂ ସେମାନେ ମଧ୍ୟ ଅସ୍ତ୍ରଶସ୍ତ୍ର ଦେଖାଇ ବ୍ୟାଙ୍କ ଲୁଟ କରିନେଲେ। ଅନେକ ଥର ଡକାୟତମାନେ ଲକ୍ଷ ଲକ୍ଷ ମୂଲ୍ୟର ବ୍ୟାଙ୍କଗୁଡ଼ିକୁ ଲୁଟ କରନ୍ତି, କିନ୍ତୁ ସେମାନଙ୍କ ହାତରେ ଥିବା…

ଅତିକ ବ୍ରଦର୍ସକୁ ହତ୍ୟା: ଯୋଗୀଙ୍କୁ ନିୟମର ପାଠ ପଢ଼ାଇଲେ ପାଓ୍ୱାର

ମୁମ୍ବାଇ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ପୋଲିସ୍ ହେପାଜତରେ ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ ଅହମ୍ମଦ ଏବଂ ତା ଭାଇ ଅସରଫ ହତ୍ୟାର ଶିକାର ହେବା ପରେ ଏନସିପି ସୁପ୍ରିମୋ ଶରଦ ପାୱାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି। ଆଉ ଜଣେ ମୁଖ୍ୟମନ୍ତ୍ରୀ ଭାବେ କିଭଳି ସରକାର…