ଆଉଥରେ ବଧୂ ସାଜିବେ ଏହି କପୁର କନ୍ୟା !
ମୁମ୍ବାଇ: ନବେ ଦଶକର ସୁପରହିଟ ଅଭିନେତ୍ରୀ କପୁରକନ୍ୟା କରିସ୍ମା କପୁରଙ୍କୁ ନେଇ ଶୁଣିବାକୁ ମିଳିଛି ଏକ ନୂଆ କଥା । ବି-ଟାଉନରୁ ଖବର ଆସିଛି ଯେ, ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କରିସ୍ମା ।
ତେବେ ବହୁତ ପୂର୍ବରୁ କରିସ୍ମା କପୁର ବାଲିଉଠାରୁ ଦୂରେଇ ଯାଇଥିବା ବେଳେ,…