Latest Odisha News

BREAKING NEWS

କବାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇ ଚର୍ଚ୍ଚାରେ ମନ୍ତ୍ରୀ ସାରଦା ନାଏକ

ସୁନ୍ଦରଗଡ: ଏବେ ଚର୍ଚ୍ଚାରେ ବିଜେଡି ମନ୍ତ୍ରୀ । କବାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ଚାରିଆଡେ ସମାଲୋଚିତ ହୋଇଛନ୍ତି ଶ୍ରମମନ୍ତ୍ରୀ ସାରଦା ନାଏକ । କବାଲି ପରିବେଷଣ କରୁଥିଲେ କବାଲି ଗାୟକ ରାଇସ ଅନିସ । କବାଲିର ତାଳେ ତାଳେ ଝୁମୁଥିଳେ ମନ୍ତ୍ରୀ । ଆଉ ତା’ ପରେ ଉଡାଇବାକୁ ଲାଗିଲେ ଟଙ୍କା ।…

କେନ୍ଦ୍ର ସରକାରଙ୍କ ପୂଜା ଭେଟି, ୪ ପ୍ରତିଶତ ବୃଦ୍ଧି ହେଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମୋଦି ସରକାର ବଡ଼ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀ ଏବଂ…

ଲହୁଲୁହାଣ ଡାକ୍ତରଖାନାର ଛାତିଥରା ଦୃଶ୍ୟ: ମା’ କୋଳରେ ହସୁଛି ଶିଶୁ-ମା’ ଗଣୁଛି ହସର ଆୟୁଷ

ନୂଆଦିଲ୍ଲୀ: ଯୁଦ୍ଧ ସବୁବେଳେ ବେପରୁଆ । କିଛି ବୁଝେନା । କିଏ ମଲା, କିଏ ରହିଲା..କିଏ ହସିଲା ବା କିଏ କାନ୍ଦିଲା…ଏସବୁ କାହିଁକି ଯୁଦ୍ଧ ଜାଣିବ ? ଯୁଦ୍ଧ ଜାଣେ ହାରିବା..ଜିତିବା..ମାରିବା…ଧ୍ୱଂସ କରିବା । ହେଲେ ଯୁଦ୍ଧର ବିଭୀଷିକା ଭିତରେ କେତେ ମା’ର ଲୁହ.. କେତେ ବାପାଙ୍କ ଅସହାୟତା …କେତେ…

ଅଦାନୀଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ, ବିଜୁଳି ଦର ବୃଦ୍ଧି ପାଇଁ ଅଦାନୀ ଗ୍ରୁପ ଦାୟୀ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଅଦାନୀ ଗ୍ରୁପକୁ ଟାର୍ଗେଟ କରିଛନ୍ତି । ବିଜୁଳି ଦର ବୃଦ୍ଧି ପାଇଁ ସେ ଅଦାନୀ ଗ୍ରୁପକୁ ଦାୟୀ କରିଛନ୍ତି । ସେତିକି ନୁହେଁ, କେନ୍ଦ୍ରର ମୋଦି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଦାନୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ…

ଉଛୁଳି ପଡ଼ିଲେ

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’ ଗୋଟାଏ କଥା ମନେପଡୁଛି, ଇଚ୍ଛା ହେଲା କହିବାକୁ ତେଣୁ କହୁଛି । ଜଣେ ସାଧୁ ଜଙ୍ଗଲରେ କୁଟୀର ନିର୍ମାଣକରି ତପସ୍ୟା କରୁଥିଲେ । କମ୍ବଳ, କମଣ୍ଡଳୁ, କୌପୁନି ଛଡ଼ା ଆଉ ସେମିତି କିଛି ସମ୍ବଳ ନଥିଲା -ତାଙ୍କର । ବିନା ବାସନରେ ପତରରେ ଖାଇ ଫିଙ୍ଗିଦେଉଥିଲେ ।…

ବାପା ହେବ ତ ଏମିତି, ହଇରାଣ କଲେ ବୋଲି ବ୍ୟାଣ୍ଡ ପାର୍ଟି ନେଇ ଝିଅକୁ ଫେରାଇ ଆଣିଲେ

ରାଂଚୀ: ଏଠାକାର ଏକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କାରଣ ସାଜିଛି । ଜଣେ ବାପା ଶ୍ୱଶୁର ଘରେ ଝିଅର ନିର୍ଯ୍ୟାତନା ଶୁଣି ଅତିଷ୍ଠ ହୋଇପଡିଲେ । ଶେଷରେ ଝିଅ ସହ ପରାମର୍ଶ କରି ସେ ବ୍ୟାଣ୍ଡ ପାର୍ଟି ନେଇ ତାଙ୍କୁ ସସମ୍ମାନେ ଘରକୁ ଫେରାଇ ଆଣିଲେ । ୧୫ ଅକ୍ଟୋବରର ଏହି ଘଟଣାକୁ ସେ ତାଙ୍କ…

ଆଜି ଭୁବନେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ୱରୀ

ସୁବର୍ଣ୍ଣପୁର : ଆସୁଛି ପାର୍ବଣ  । ବିଭିନ୍ନ ଶକ୍ତିପୀଠ ଗୁଡିକରେ ଚାଲିଛି ମାଆଙ୍କର ଷୋଡଶ ଉପଚାର ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଗାଁଠୁ ସହର  । ଚଣ୍ଡିପାଠରେ କମ୍ପୁଛି ସାରା ପରିବେଶ  ।  ଆଜି ମାଁ ସୁରେଶ୍ୱରୀ ଭୁବନେଶ୍ଵରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତକାଲି…

ତାଳଚେରରେ ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା: ବର୍ଷକୁ ଥରେ ଅଗ୍ନି ରୂପେ ଭକ୍ତଙ୍କୁ ଦର୍ଶନ…

ତାଳଚେର: ଆସୁଛି ପାର୍ବଣ  । ବିଭିନ୍ନ ଶକ୍ତିପୀଠ ଗୁଡିକରେ ଚାଲିଛି ମାଆଙ୍କର ଷୋଡଶ ଉପଚାର ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଗାଁଠୁ ସହର  । ଚଣ୍ଡିପାଠରେ କମ୍ପୁଛି ସାରା ପରିବେଶ  । ସମସ୍ତ ଶକ୍ତିପୀଠ ଗୁଡିକ ମଧ୍ୟରେ ତାଳଚେରର ମା ହିଙ୍ଗୁଳାଙ୍କ ପୀଠ ଅନ୍ୟତମ  । ତାଳଚେର ର ଗୋପାଳଗଡରେ…

ଆଉ ରୋମାଂଟିକ ଫିଲ୍ମ କରିବେନି ଶାହାରୁଖ ଖାଁ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପ୍ରଶଂସକମାନଙ୍କୁ ଝଟକା ଲାଗିପାରେ । କିଙ୍ଗ ଖାଁ ଏବେ ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ଆଗକୁ ଆଉ କୌଣସି ରୋମାଂଟିକ ଫିଲ୍ମ କରିବେ ନାହିଁ । ପିଲାମାନେ ବଡ ହେଲେଣି, ଏଥର ସେମାନେ ରୋମାଂଟିକ ଫିଲ୍ମ କରିବେ । ମୁଁ ଏବେ ମଧ୍ୟ କହୁଛି କରନ ଜୌହର,…

ବଢିଲା ବିଜୟ ଶଙ୍କରଙ୍କ ଅଡୁଆ: ସବ ରେଜିଷ୍ଟ୍ରାରଙ୍କୁ ହାଇକୋର୍ଟଙ୍କ କପି ଦେଲେ ସୋମାଲିକା, ବାହାଘର ଉପରେ ରୋକ…

କଟକ:ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ ବଢିଲା । ବିଧାୟକ ବିଜୟ ଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାଶ ବିଜୟଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ହେଉଥିବା ବିବାହକୁ ରୋକିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ବିଜୟଶଙ୍କର ତାଙ୍କୁ ପ୍ରତିରାତି କରିଥିବା ଏବଂ ଯୌନ…