ବୁଡ଼ିଯିବା ବେଳେ ଜଣେ ଅନ୍ୟ ଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ ସାଙ୍ଗ ପ୍ରାଣ ହରାଇଲେ
ଭଦ୍ରକ : ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଶନିବାର ଦୁଇ ସାଙ୍ଗ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଜଣେ ଅନ୍ୟ ଜଣଙ୍କୁ ବୁଡି ଯିବା ବେଳେ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ୟାମପୁର ଗ୍ରାମର କମଳ ଲୋଚନ ମଲ୍ଲିକ ଓ…