ଅଯୋଧ୍ୟା ରାୟ ପ୍ରସଙ୍ଗରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ତଥା ବର୍ଷ ବର୍ଷ ପୁରୁଣା ଅଯୋଧ୍ୟା ଜମି ମାମଲାରେ ସୁପ୍ରିମକୋର୍ଟ ଶନିବାର ଦିନ ନିଜ ରାୟ ପ୍ରଦାନ କରିଛନ୍ତି ।
ଅଯୋଧ୍ୟା ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଦେଶବାସୀଙ୍କୁ ଶାନ୍ତି ପ୍ରତିଷ୍ଠା ଜାରି…