ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ଇଡି ରେଡ୍, ଲକ୍କରୁ ବାହାରିଲା କୋଟି କୋଟି ଟଙ୍କା
ବ୍ରହ୍ମପୁର: ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ଇଡିର ରେଡ୍ । ବ୍ରହ୍ମପୁର ସହରର ୫ରୁ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି । ଚଢାଉ ସମୟରେ ଲକ୍କରୁ ବାହାରିଲା କୋଟି କୋଟି ଟଙ୍କା । ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସରେ ଚାଲିଛି ରେଡ୍ ।
ପ୍ରାୟ ୪୬ କୋଟିରୁ ଅଧିକ ଟଙ୍କାର ରୟାଲଟି…