Smit Machcchar: ପ୍ରାର୍ଥନା ବାହାନାରେ ପଛରୁ ମାରିଲା କୁରାଢ଼ି ମାଡ଼… ଆଖିକୁ ଦିଶୁନଥିଲା, ତଥାପି ହାର ମାନିଲେନି…
ନୂଆଦିଲ୍ଲୀ: ସ୍ମିତ୍ ମଚ୍ଛାରଙ୍କ ସାହାସିକତାର କାହାଣୀ ଏବେ ପୂରା ବିଶ୍ବରେ ଚର୍ଚ୍ଚା । ଏହାରି ଭିତରେ ସେଦିନର ସେ ଛାତି ଥରା ଅନୁଭବକୁ ପୂରା ବଖାଣିଛନ୍ତି ଭାରତର ହିରୋ ସ୍ମିତ୍ । ସ୍ମିତଙ୍କ କହିବା ଅନୁସାରେ, ସେଦିନ ଉଡ଼ାଣ ଚାଲିଥିଲା ସାଧାରଣ ଭାବେ। ହଠାତ୍ କକପିଟ୍ ଭିତରେ ଘଟିଗଲା ଏମିତି…