ଜାତୀୟ ଯୋଗାସନ ପ୍ରତିଯୋଗିତା: ଭାଗ ନେବେ ମୟୂରଭଞ୍ଜର ୧୧ ଛାତ୍ରଛାତ୍ରୀ
କଟକ: ଓଡିଶା ଯୋଗ ଆସୋସିଏସନ ପକ୍ଷରୁ କଟକ ଠାରେ ଦୁଇ ଦିନିଆ ୨୯ ତମ ରାଜ୍ୟସ୍ତରୀୟ ଯୋଗାସନ ସ୍ପୋଟ୍ସ ଚମ୍ପିଆନସିପ ୨୦୨୩-୨୦୨୪ ଅନୁଷ୍ଠିତ ହୋଇଯାଇଛି । ୨ଦିନ ଧରି ଚାଲିଥିବା ଏହି ରାଜ୍ୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ୧୭ ରୁ ଅଧିକ ଜିଲ୍ଲାର ୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ମୋଟ ୩୬୭ ଜଣ…