Latest Odisha News

BREAKING NEWS

ସମୁଦ୍ର କୂଳରେ ଫ୍ଲାଟ କିଣିଲେ ସୋନାକ୍ଷୀ

ମୁମ୍ବାଇ: କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଏବେ ସେ ମୁମ୍ବାଇରେ ନିଜର ଏକ ବିଳାସପୂର୍ଣ୍ଣ ଫ୍ଲାଟ କିଣିଛନ୍ତି । ଏହି ଫ୍ଲାଟଟି ସମୁଦ୍ର କୂଳରେ ହିିଁ ରହିଛି । ଅଭିନେତ୍ରୀଙ୍କ ଏହି ବିଳାସପୂର୍ଣ୍ଣ ଘରର ମୂଲ୍ୟ ୧୧ କୋଟି…

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନେଇ ଆଜି ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏକ ସମୀକ୍ଷା ବୈଠକ…

ନିଆରା ଢଙ୍ଗରେ ଜୀବନସାଥୀ ଖୋଜୁଛନ୍ତି ଯୁବତୀ, ଛକ ଓ ମଲ ଆଗରେ ବ୍ୟାନର ଧରି ଠିଆ ହେଉଛନ୍ତି

ନ୍ୟୁୟର୍କ: ସାଧାରଣତଃ ଲୋକମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ବୟସରେ ଏକାକୀ ଜୀବନ ବିତାଇବା କଷ୍ଟକର ହୋଇପଡ଼େ । ଏହି ବୟସରେ ସେମାନେ ନିଜ ପାଇଁ ଭଲ ସାଥୀଟିଏ ଖୋଜିବା ଆରମ୍ଭ କରନ୍ତି । ହେଲେ ଅତି ସହଜରେ ଜୀବନସାଥୀଟିଏ ପାଇବା ସମ୍ଭବ ହୋଇ ନ ଥାଏ । କେହି ଏଥିରେ ସଫଳ ହେଉଥିବା ବେଳେ ଆଉ କିଏ ନିରାଶ…

ବାଣଫୁଟା ନେଇ ନିଷେଧାଦେଶ ଜାରି ହୋଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବେ ନାହିଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଳିତ ଦୀପାବଳିରେ ଦିଲ୍ଲୀରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ଆପ୍ ସରକାର। ଏହାକୁ ସ୍ୱାଗତ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ସରକାରଙ୍କ ବାଣ ବିକ୍ରୟ ତଥା ବାଣଫୁଟା ଉପରେ ନିଷେଧାଦେଶ ଜାରି କରାଯାଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି…

ନରସିଂହଙ୍କ ‘ଗୁମାସ୍ତା ଶାସନ’ର ଜବାବ ଦେଲେ କୃଷିମନ୍ତ୍ରୀ; କହିଲେ, ନିଜ ଦଳ ସମ୍ଭାଳ

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜନୈତିକ ବୟାନବାଜି ଥମୁନି । ଏହି ବୟାନବାଜି ଖାଲି ସୌମ୍ୟ-ବିଜେଡି ମଧ୍ୟରେ ସୀମିତ ହୋଇନାହିଁ । ସୌମ୍ୟଙ୍କ ନାଁ ନ ନେଇ ଆଜି  ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ କୃଷିମନ୍ତ୍ରୀ  ରଣେନ୍ଦ୍ର…

ଉଜ୍ଜଳା ଯୋଜନା ଅନ୍ତର୍ଗତ ମାଗଣାରେ ୭୫ଲକ୍ଷରୁ ଅଧିକ ଏଲପିଜି ସଂଯୋଗ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତରେ ଜି-୨୦ ଶିଖର ସମ୍ମିଳନୀର ସଫଳତା ଉପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ବଡ ଘୋଷଣା କରିଛନ୍ତି। ଉଜ୍ଜଳା ଯୋଜନା ଅନୁଯାୟୀ ମାଗଣାରେ ମହିଳାଙ୍କୁ ୭୫ ଲକ୍ଷରୁ ଅଧିକ ଏଲପିଜି ସଂଯୋଗ ଦିଆଯିବ। ଆଗାମୀ ୩ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୬ ପର୍ଯ୍ୟନ୍ତ, ଏହି ଯୋଜନା ଅଧୀନରେ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିଲମ୍ବିତ ହେଲେ ଡିଏଫଓ ବିଜୟ କୁମାର ପରିଡା

ରାୟଗଡା: ନିଲମ୍ବିତ ହେଲେ କୋଟିପତି ରାୟଗଡ଼ା ଡିଏଫଓ ଡ.ବିଜୟ କୁମାର ପରିଡ଼ା । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଭିଯୁକ୍ତ ବିଜୟ କୁମାର ପରିଡ଼ାଙ୍କୁ କୋରାପୁଟ ସ୍ଥିତ ଆରସିସିଏଫଙ୍କ କାର୍ଯ୍ୟାଳୟରେ ହାଜିରା…

ଗ୍ଲୁ ଟ୍ରାପ ଉପରେ କଟକଣା ଲଗାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବୁଧବାର ମୂଷା, ଗୁଣ୍ଡୁଚି ମୂଷା ଓ ଠେକୁଆଙ୍କୁ ଧରିବା ପାଇଁ ବ୍ୟବହାର କରାଯାଛଥିବା ଗ୍ଲୁ ଟ୍ରାପ ଉପରେ କଟକଣା ଲଗାଇଛି । ଏହି କ୍ରୁର ଓ ଅମାନବୀୟ ପଦ୍ଧତି ଯୋଗୁ ନିରୀହ ଜନ୍ତୁର ମୃତ୍ୟୁ ଘଟୁଥିବାରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ନିର୍ମାତା,…

ରେଳ ଧାରଣାରେ ପଡିଲା ବୋଲ୍ଡର, ଗଛ: ଟ୍ରେନ ଚଳାଚଳ ବ୍ୟାହତ

ଭୁବନେଶ୍ୱର: ବର୍ଷା ଯୋଗୁ ରେଳ ଚଳାଚଳ ବ୍ୟାହତ ।   ୱାଲ୍ଟେୟାର ଡିଭିଜନ୍ ଅନ୍ତର୍ଗତ ଓଡିଶାର କୋରାପୁଟରେ ଟିଗିରି ଏବଂ ଲାଲିଗୁମା ମଧ୍ୟରେ ବୁଧବାର ରେଳ ଚଳାଚଳ ବ୍ୟାହତ ହୋଇଛି । ଲଗାଣ ବର୍ଷା ଯୋଗୁ ଏହି  ଟ୍ରାକରେ ବିରାଟ ବୋଲ୍ଡର ଏବଂ ଗଛ ଉପୁଡି ପଡ଼ିବା ଫଳରେ ରାୟଗଡା ଏବଂ କୋରାପୁଟ…

ପୁରୀରେ ଡକାୟତି ଯୋଜନା ପଣ୍ଡ, ୬ଜଣଙ୍କୁ ଗିରଫ କଲା ସମୁଦ୍ରକୂଳ ଥାନା ପୋଲିସ

ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୬ଜଣଙ୍କୁ ଗିରଫ କଲା ସମୁଦ୍ରକୂଳ ଥାନା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ । ସୂଚନା ଅନୁସାରେ, ପୁରୀ ପେଣ୍ଠକଟା ନିକଟରେ ଏକ ଡ଼ଙ୍ଗା ତିଆରି କାରଖାନା ନିକଟ ବେହେରା ସାହି ଠାରେ କିଛି ଦୁର୍ବୁତ୍ତ…