ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ) କାର୍ଯ୍ୟାଳୟ ଉଦଘାଟିତ
ଭୁବନେଶ୍ୱର : ଫଳାଫଳ ଭିତ୍ତିକ ପରିଚାଳନା ଓ ସାମାଜିକ ଅଭିନବତ୍ୱ ଆଣିବା ଦିଗରେ ସିଜିଜିଓ ଏକ ସ୍ଥାୟୀ କାର୍ଯ୍ୟକ୍ଷେତ୍ର ଭାବେ କାର୍ଯ୍ୟ କରିବା ପାଇଁ ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ପରିସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ପରିସରରେ…