Latest Odisha News

BREAKING NEWS

Rahul Gandhi Hydrogen Bomb:”ଧମାକା କରିବାକୁ ଆସିଥିଲେ କିନ୍ତୁ ଡ୍ରାମା କରି ଚାଲିଗଲେ”: ରାହୁଲ…

ମୁମ୍ବାଇ: ଭାରତୀୟ ଜନତା ପାର୍ଟି (ବିଜେପି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ପ୍ରତିଆକ୍ରମଣ କରିଛି। ସାଂସଦ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାହୁଲଙ୍କ ହତାଶ ଏବଂ ନିରାଶା ଦିନକୁ ଦିନ ବୃଦ୍ଧି ପାଉଛି। ସେ ଏହାକୁ ଅଳଙ୍କାରର ଏକ ରୂପରେ ପରିଣତ…

Odisha Fertilizer: ସାର କଳାବଜାରୀ ହେଉଛି, ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ: ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…

ଭୁବନେଶ୍ୱର: ରାଜ୍ୟରେ ସାର କଳାବଜାରୀ ହେଉଥିବା ମାନିଲେ ବିଭାଗୀୟ ମନ୍ତ୍ରୀ। ଜାଣିଶୁଣି କିଛି ଲୋକ କଳାବଜାରୀ କରୁଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଅଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ। ସରକାର…

Election Commission: ୨୦୨୩ରେ ଭୋଟ୍ ଡିଲିଟ୍ କରିବାର ବିଫଳ ପ୍ରୟାସ ଥିଲା: ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ରଖିଲେ…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ନିର୍ବାଚନ କମିଶନଙ୍କ ବିରୋଧରେ ଭୋଟ୍ ଡିଲିଟ କରିବା ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ନିର୍ବାଚନ କମିଶନ ଏବେ ଏହି ଅଭିଯୋଗଗୁଡ଼ିକ ଉପରେ ଏକ ବିବୃତ୍ତି ଜାରି କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଭିଯୋଗର ସମାଧାନ ପାଇଁ ନିର୍ବାଚନ କମିଶନ ଏକ…

Congress No-Confidence Motion: ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ଲୋଡିଲା ବିଜେଡି…

ଭୁବନେଶ୍ବର: ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ । ଆଜି ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ କାର୍ଯ୍ୟଦିବସରେ କଂଗ୍ରେସ ବାଚସ୍ପତିଙ୍କୁ ଚିଠି ଦେଇଥିବା ସୂଚନା ମିଳିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏନେଇ ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତି…

ସଫ୍ଟୱେର୍ ବ୍ୟବହାର କରି ୬ ହଜାର ଭୋଟରଙ୍କ ନାମ ଡିଲିଟ୍ କରାଯାଇଛି: ପ୍ରମାଣ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଭୋଟର ତାଲିକାରେ ଅନିୟମିତତା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପୁଣି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, "ମୁଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ୧୦୦% ପ୍ରମାଣ ଉପସ୍ଥାପନ କରିବାକୁ ଯାଉଛି।" ରାହୁଲ ଗାନ୍ଧୀ କହିଛନ୍ତି, "ମୁଁ ମୋ ଦେଶକୁ…

Uttarakhand Cloudburst: ପ୍ରକୃତି କୋପରେ ଉତ୍ତରାଖଣ୍ଡ: ଚମୋଲିର ଦୁଇଟି ସ୍ଥାନରେ ବାଦଲ ଫାଟି ୬ ଘର ନଷ୍ଟ, ଅନେକ…

ଚମୋଲି: ଉତ୍ତରାଖଣ୍ଡରେ ବିପଦ ପରେ ବିପଦ ମାଡିଆସୁଛି । ବାଦଲ ଫଟା ବର୍ଷା ଦୁର୍ବିସହ କରିଛି ଜୀବନ । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ରାତିସାରା ପ୍ରବଳ ବର୍ଷା ପରେ, ଦୁଇଟି ସ୍ଥାନରେ ବାଦଲ ଫାଟି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ନନ୍ଦନଗର ଘାଟ ଅଞ୍ଚଳର କୁନ୍ତରୀ ଲଙ୍ଗାଫାଲି ଏବଂ ଧୂର୍ମା…

Asia Cup 2025: ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ୟୁଏଇକୁ ହରାଇ ସୁପର-୪ରେ ପାକ୍ ଖେଳାଳୀ…ଏହି ଦିନ ହେବ…

ଦୁବାଇ: ପୁଣି ଏସିଆ କପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ଦଳ ଭାରତ-ପାକିସ୍ତାନ । ୟୁଏଇକୁ  ୪୨ ରନରେ ହରାଇ ପାକିସ୍ତାନ ଏବେ ପାକିସ୍ତାନ ଏସିଆ କପ୍ ୨୦୨୫ର ସୁପର-୪ରେ ପହଞ୍ଚିଛି। ଏହାର ଶେଷ ଗ୍ରୁପ୍ ମ୍ୟାଚ୍‌ରେ ପାକିସ୍ତାନ ୟୁଏଇ ସହିତ ମୁହାଁମୁହିଁ ହୋଇଥିଲା। ୪୧ ରନର ବିଜୟ ପାକିସ୍ତାନକୁ…

Subhadra Yojana: ପେନସନ୍ ପାଇବେ ଏହି ସୁଭଦ୍ରା ହିତାଧିକାରୀ…

ଭୁବନେଶ୍ବର: ୬୦ ବର୍ଷ ବୟସ୍କ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ । ସୁଭଦ୍ରା ଯୋଜନା ଅଧୀନରେ ୬୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ହିତାଧିକାରୀମାନେ ଏବେ ପେନସନ ଲାଭ ପାଇଁ ଯୋଗ୍ୟ ହେବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆବେଦନ କଲେ ମିଳିବ ପେନସନ୍ । ମଧୁ ବାବୁ…

Odisha Assembly Monsoon Session: ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ କଲେ…

ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ କାର୍ଯ୍ୟ ଦିବସରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଚି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହାପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି…

Major Drug Trafficking Countries: ପାକିସ୍ତାନ ସହିତ ଭାରତକୁ ଏହି ତାଲିକାରେ ସାମିଲ କଲା ଆମେରିକା…

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୨୩ଟି ଦେଶକୁ ନିଶା ଚାଲାଣ ଏବଂ ଅବୈଧ ଉତ୍ପାଦନ ତାଲିକାରେ ସାମିଲ କରିଛନ୍ତି। ୫୦% ଶୁଳ୍କ ଲାଗୁ କରିବା ପରେ ଭାରତକୁ ଏବେ ପାକିସ୍ତାନ ଏବଂ ଚୀନ୍ ଭଳି ଦେଶ ସହିତ ଅବୈଧ ନିଶା ଉତ୍ପାଦନ ଏବଂ ଚାଲାଣର ଅଭିଯୁକ୍ତ ଦେଶ ତାଲିକାରେ…