ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗର ଚଢଉ; ୨ ବେଆଇନ ଦେଶୀ ବନ୍ଧୁକ ଜବତ, ୭ ଜଣ ଅଟକ
ସମ୍ବଲପୁର: ବନ୍ୟଜନ୍ତୁ ଶିକାର କରିଥିବା ଅଭିଯୋଗରେ ବନ ବିଭାଗର ଚଢ଼ାଉ । ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ବଡ଼ରମା ଫରେଷ୍ଟ ରେଞ୍ଜ ଉଡସିଂଘ ଗାଁର ୭ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ବିଭାଗ । ସେମାନଙ୍କ ଠାରୁ ୨ଟି ବେଆଇନ ଦେଶୀ ବନ୍ଧୁକ ଜବତ କରିଥିବାବେଳେ, ବିସ୍ପୋରକ ସାମଗ୍ରୀ…