ମାସୁଦ ରଚିଥିଲା ସଂସଦ ଓ ମୁମ୍ବାଇ 26/11 ଆକ୍ରମଣର ଷଡଯନ୍ତ୍ର
ନୂଆଦିଲ୍ଲୀ: ପାକିସ୍ତାନର ନିଜ ଆତଙ୍କବାଦୀମାନେ ବିଶ୍ୱ ସମ୍ମୁଖରେ ପାକିସ୍ତାନର ପୋଲ ଖୋଲିବାରେ ବ୍ୟସ୍ତ। ଏହି ପରିପ୍ରେକ୍ଷୀରେ ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର ମାସୁଦ ଇଲିଆସ୍ କାଶ୍ମୀରି ଆଉ ଏକ ବଡ଼ ଖୁଲାସା କରିଛନ୍ତି।
ସେ କହିଛନ୍ତି ଯେ ଦିଲ୍ଲୀର ସଂସଦ ଭବନ ଏବଂ ମୁମ୍ବାଇ ଆକ୍ରମଣ ପଛରେ…