Firing Attack: କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼;ଘଟଣାସ୍ଥଳରୁ ଖୋକା ଜବତ
ସୁନ୍ଦରଗଡ଼:ସୁନ୍ଦରଗଡ଼ ଟାଉନ ଥାନା ମିଶନ ରୋଡରେ ଗୁଳିମାଡ । କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ମା ତାରିଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ନନ୍ଦଙ୍କ ଘର ଉପରକୁ ରାତିରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ।
ବିଳମ୍ବିତ ରାତିରେ କାର୍ ରେ ଆସି ଗୁଳିମାଡ଼…