ଗହଳି କମାଇବାକୁ ଯାଇ ଭାରିଯାନ ପାର୍କିଂ ବାବଦରେ ପୋଲିସ କେତେ ଚିନ୍ତିତ?
ଭୁବନେଶ୍ୱର: ଗହଳି କମାଇବାକୁ ଯାଇ ସଂଧ୍ୟା ସମୟରେ କମିସନରେଟ ପୋଲିସ କଟକ ଓ ଭୁବନେଶ୍ୱରରେ ଅଢ଼େଇ ଘଣ୍ଟା ଭାରିଯାନ ପ୍ରବେଶ କରାଇବା ଉପରେ ରୋକ୍ ଲଗାଇଛି। ହେଲେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। କାରଣ ଯେଉଁ ଟ୍ରକ ଏପଟରୁ ସେପଟରୁ ଦୂର ବାଟରୁ ଆସୁଛି ସେ ରାସ୍ତା ଉପରେ କେଉଁ ଜାଗାରେ…