Latest Odisha News

BREAKING NEWS

ଆପଣଙ୍କ ସବୁ କଥା ଶୁଣୁଛି ଫେସବୁକ-ଇନଷ୍ଟାଗ୍ରାମ ! ଜାଣନ୍ତୁ କେମିତି…

 ନୂଆଦିଲ୍ଲୀ: ଆପଣ କେବେ ଆଶ୍ଚର୍ଯ୍ୟ ହୋଇଛନ୍ତି କି ଯେତେବେଳେ ଆପଣ ବନ୍ଧୁଙ୍କ ସହ କିଛି ବିଷୟରେ କଥା ହୁଅନ୍ତି, ଆଉ ସେହି ଜିନିଷ ହଠାତ୍ ଆପଣଙ୍କ ଫେସବୁକ, ଇନଷ୍ଟାଗ୍ରାମ କିମ୍ବା ୟୁଟ୍ୟୁବ ଫିଡରେ ଦେଖାଯାଏ? ଯଦି ଏପରି ହୋଇଛି, ତେବେ ଏହା କେବଳ ଏକ ସଂଯୋଗ ନୁହେଁ। ଏକ ନୂଆ ରିପୋର୍ଟରେ ବଡ଼…

୧୧ ବର୍ଷର ପୁଅକୁ ଧରି ୧୩ ମହଲାରୁ କାହିଁକି ଡେଇଁଲେ ମହିଳା…

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଏସ ସିଟି ସୋସାଇଟିର ୧୩ ମହଲାରୁ ୩୭ ବର୍ଷୀୟା ମହିଳା ସାକ୍ଷୀ ଚାୱଲାଙ୍କ ସହ ତାଙ୍କ ୧୧ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଡେଇଁ ଜୀବନ ହାରିଥିବା ଅଭିଯୋଗ ହୋଇଛି। ସକାଳ ପ୍ରାୟ ୧୦ଟା ସମୟରେ ସ୍ଥାନୀୟ ଲୋକମାନେ ଦୁହିଁଙ୍କ  ଚିତ୍କାର ଶୁଣି ସେମାନଙ୍କୁ ରକ୍ତ ଜୁଡୁବୁଡୁ…

Naxalism wiped out in Bokaro: ନକ୍ସଲ ମୁକ୍ତ ହେଲା ଦେଶର ଏହି ଅଞ୍ଚଳ; ଗୃହମନ୍ତ୍ରୀ ଅମିତ ଶାହ କଲେ ଘୋଷଣା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କରିଛନ୍ତି। ହଜାରିବାଗ ଜିଲ୍ଲାରେ ଏକ ଏନକାଉଣ୍ଟରରେ ତିନ ଜଣ ଟପ୍ ମାଓବାଦୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ପରେ ଗୃହମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ 'X' ରେ ଏହା ଘୋଷଣା କରିଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ପୁସ୍ତକ ‘ଖାକୀ ମଉଜ’ ଉନ୍ମୋଚିତ 

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ସ୍ଵରଚିତ ପୁସ୍ତକ "ଖାକୀ ମଉଜ" ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏଥିସହିତ ଜୀବନକୁ ମଉଜ ମନେକରିବା ଏକ କଳା ଏବଂ ଏହି ପୁସ୍ତକ ସେ କଳାର ଏକ ସଫଳ…

ସ୍ୱର୍ଗଦ୍ୱାରରେ ଜୁଇ ଜଳିବା ପୂର୍ବରୁ ଆଖି ଖୋଲିଲେ ବୃଦ୍ଧା

ପୁରୀ:ପୁରୀ ସ୍ବର୍ଗଦ୍ବାରକୁ ପୋଡ଼ା ହେବାକୁ ଆସିଥିବା ମହିଳା ହଠାତ୍ ଚେଇଁ ଉଠିଲେ । ଶବ ହୋଇ ଆସିଥିବା ବୃଦ୍ଧା ହଠାତ ବଞ୍ଚିକି ଉଠିଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚଯ୍ୟ ଚକିତ ହୋଇପଡ଼ିଥିଲେ। ଏହାପରେ ତୁରନ୍ତ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ପୁରୀ ହସ୍ପିଟାଲରେ…

ଗୋଟିଏ ସ୍କାନରେ ହାତକୁ ଆସିଯିବ କ୍ୟାସ୍ ! ଆଉ ଯିବାକୁ ପଡ଼ିବନି ATM

ଭୁବନେଶ୍ୱର: ସ୍ମାର୍ଟଫୋନରୁ ନଗଦ ଉଠାଣକୁ ଆହୁରି ସହଜ କରିବା ପାଇଁ ଭାରତୀୟ ନ୍ୟାସନାଲ ପେମେଣ୍ଟ କର୍ପୋରେସନ (NPCI) ବଡ଼ ପ୍ରସ୍ତୁତି କରିବାକୁ ଯାଉଛି। ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଖୁବ୍ ଶୀଘ୍ର ଭାରତରେ ଲୋକମାନେ ୨୦ ଲକ୍ଷରୁ ଅଧିକ ବ୍ୟବସାୟ ପ୍ରତିନିଧି (BC) ଆଉଟଲେଟରେ…

‘ତାରକା ନିଯୁକ୍ତିଦାତା’ ଭାବେ ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟ ସରକାରଙ୍କ ଦ୍ଵାରା ପୁରସ୍କୃତ 

ଭୁବନେଶ୍ୱର: ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିଛି ଆଦିତ୍ୟ ବିର୍ଲା ଗ୍ରୁପ। କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ଵାରା ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ରାଜ୍ୟ ସରକାରଙ୍କ ଦ୍ଵାରା ସମ୍ମାନିତ ହୋଇଛି ଆଦିତ୍ୟ ବିର୍ଲା ଗ୍ରୁପ। ଭୁବନେଶ୍ୱର ଠାରେ…

୩୦୦ ବର୍ଷ ପୂର୍ବରୁ କିପରି ହେଉଥିଲା ପ୍ରେଗ୍ନେଂସି ଟେଷ୍ଚିଂ, କେଚିନ୍‌ରେ ବ୍ୟବହାର ହେଉଥିଲା ଏହି ଜିନିଷ

ନୂଆଦିଲ୍ଲୀ: ଆଜିକାଲି ମହିଳାଙ୍କ ଗର୍ଭବତୀ ହେବାର ଟେଷ୍ଟିଂ ବହୁତ ଦ୍ରୁତ ଏବଂ ସହଜ ହୋଇଛି, ଔଷଧ ଦୋକାନରେ ସହଜରେ ଘରୋଇ ଗର୍ଭାବସ୍ଥା କିଟ୍ ମିଳୁଛି, ଏହି କିଟ୍ କେବଳ କିଛି ମିନିଟ୍‌ରେ ସବୁ ଜଣାପଡ଼ିଥାଏ । କିନ୍ତୁ ଆଜି ଆମେ ପ୍ରାଚୀନ ଯୁଗ ବିଷୟରେ କଥା କହିବାକୁ ଯାଉଛୁ ଯେତେବେଳେ ଏହି…

ପ୍ରଖ୍ୟାତ କବି ଦେବଦାସ ଛୋଟରାୟ ପାଇବେ ସାରଳା ପୁରସ୍କାର 

ଭୁବନେଶ୍ୱର: ପ୍ରଖ୍ୟାତ କବି ତଥା ଲେଖକ ଦେବଦାସ ଛୋଟରାୟଙ୍କୁ ତାଙ୍କ କ୍ଷୁଦ୍ର ଗଳ୍ପ ସଂକଳନ 'ମ୍ୟାଟିନି ସୋ' ପାଇଁ ୪୬ତମ ସାରଳା ପୁରସ୍କାର ପ୍ରଦାନ କରାଯିବ। ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (IMPaCT) ଦ୍ୱାରା ପ୍ରତିଷ୍ଠିତ ସାହିତ୍ୟିକ ପୁରସ୍କାରର ଅଂଶ ଭାବରେ ତାଙ୍କୁ…

ପରାଜୟ ପରେ ଆଇସିସିରେ ଏହି ଅଭିଯୋଗ କଲା ପାକ୍…

ନୂଆଦିଲ୍ଲୀ: ଭାରତ ବିପକ୍ଷ ମ୍ୟାଚ୍ ସମୟରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ଆଚରଣ ସଂହିତା ଉଲ୍ଲଂଘନ କରିବା ଅଭିଯୋଗରେ ସୋମବାର ଦିନ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତାଙ୍କୁ ଏସିଆ କପରୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି। ସୂଚନା ଅନୁଯାୟୀ, ଭାରତୀୟ ଖେଳାଳିମାନେ…