Latest Odisha News

BREAKING NEWS

ଏହି ସବୁ ଦେଶରେ ଗଛ ମିଳିବା ଭାଗ୍ୟର କଥା

ନୂଆଦିଲ୍ଲୀ: ପୃଥିବୀର ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଗଛ ଦେଖିବାକୁ ମିଳିଥାଏ । ଏହା ଆମ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଉଦ୍ଭିନ ବିନା ଏକ ସୁସ୍ଥ ପରିବେଶ ଗଠନ କରିବା ଅସମ୍ଭବ । ଏହା ଦ୍ୱାରା ଅମ୍ଳଜାନଠାରୁ ଆରମ୍ଭ କରି ମୃତିକା ସଂରକ୍ଷଣ ଏବଂ ଜଳସ୍ରୋତ ନିୟନ୍ତ୍ରଣ ହୋଇଥାଏ ।…

ଆପ ଚାପରେ, କଂଗ୍ରେସ ଚେପା !

ଭୁବନେଶ୍ୱର: ବିରୋଧୀ ଦଳଗୁଡିକର ଦ୍ଵିତୀୟ ବୈଠକ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ବୈଠକର ନେତୃତ୍ୱ କଂଗ୍ରେସ ନେଉଥିବାରୁ ଦଳ ବେଶ ତତ୍ପର ହୋଇଛି। ସେଥିପାଇଁ କିଭଳି ବିରୋଧୀ ମାନେ ଗୋଟିଏ ମଞ୍ଚରେ ପୁଣିଥରେ ଏକାଠି ହେବେ ସେଥିପାଇଁ ଉଦ୍ୟମ ଜୋରଦାର ହେଉଛି। ପାଟନା ବୈଠକରେ ବିରୋଧୀ…

ରାହୁଲ କରିବେ ହିସାବନିକାଶ

ଭୁବନେଶ୍ୱର: କର୍ଣ୍ଣାଟକରେ ଯାହା ଗ୍ୟାରେଣ୍ଟି ଦେଇଥିଲେ ତାର ହିସାବ ନେବେ ରାହୁଲ ଗାନ୍ଧୀ। ନିର୍ବାଚନ ସମୟରେ କର୍ଣ୍ଣାଟକବାସୀଙ୍କୁ ରାହୁଲ ୫ ଟି ଗ୍ୟାରେଣ୍ଟି ଦେଇଥିବାବେଳେ ପ୍ରଥମ କ୍ୟାବିନେଟ ବୈଠକରେ ହିଁ ସବୁ ପ୍ରତିଶ୍ରୁତି ପାଳନ ହେବ ବୋଲି କହିଥିଲେ। ଲୋକେ ମଧ୍ୟ କଂଗ୍ରେସକୁ ସମର୍ଥନ…

ଇଟା, ସିମେଣ୍ଟ ବିନା ନିର୍ମିତ ତିନି ମହଲା ବିଶିଷ୍ଟ ମନ୍ଦିର: ୧୦୮ ସ୍ତମ୍ଭ ଉପରେ ହୋଇଛି ଛିଡ଼ା

ରାଜସ୍ଥାନ: ଏବେ ଶ୍ରାବଣ ମାସ ଚାଲିଛି । ଏଭଳି ପରିସ୍ଥିତିରେ ଭଗବାନ ଶିବଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗୁଛି । ତେବେ ଆମେ ଆପଣଙ୍କୁ ଏପରି ଏକ ଶିବ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ଏକ ହଜାର ବର୍ଷ ପୁରୁଣା । ଏହି ମନ୍ଦିରର ବିଶେଷ କଥା ହେଉଛି ଏହା ସିମେଣ୍ଟ ଏବଂ ଇଟା…

ମୌସୁମୀ ବର୍ଷା ପ୍ରଭାବରେ ଖସିଲା ଇଲିସ୍ ଦର, ୨୫୦ ଟଙ୍କାରେ ବୋହି ନେଲେ ଲୋକ

ବାଲେଶ୍ୱର: ମାଛ ଅନେକଙ୍କ ପ୍ରିୟ ଖାଦ୍ୟ । ଆଉ ଯଦି ଇଲିସ୍ କଥା ପଡ଼େ ତ ସମସ୍ତଙ୍କ ପାଟିରୁ ନାଳ ଗଡ଼େ । ଆପଣ ଯଦି ଇଲିସ୍ ଖାଇବାକୁ ଆଗ୍ରହୀ ତା’ହେଲେ ଆଉ ଡେରି କରନ୍ତୁ ନାହିଁ । କାରଣ ଇଲିସ୍ ମାଛର ଦର ଖସିଛି । ବାଲେଶ୍ୱରରେ ଇଲିସ୍ ମାଛ କେଜି ପିଛା ୨୫୦ ଟଙ୍କାକୁ ଖସି ଆସିଛି । ଖବର…

ସୁଟିଂ ସେଟ୍‌ରେ ଅସୁସ୍ଥ ହୋଇପଡ଼ିଲେ ଟିନା, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ସୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଟିନା ଦତ୍ତ । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଟିନା ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିଛନ୍ତି । ଏବେ ତାଙ୍କ…

ସୁବାସ ଘାଇଙ୍କ ନୂଆ ଫିଲ୍ମ ସଲାଖେଁରେ ଅଭିନୟ କରିବେ ଜ୍ୟାକି

ମୁମ୍ବାଇ: ଫିଲ୍ମମେକର ସୁବାସ ଘାଇ ଦୀର୍ଘଦିନ ପରେ ସଲାଖେଁ ନାମକ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ଜ୍ୟାକି ଶ୍ରଫ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ପୂର୍ବରୁ ୧୯୯୩ର ସୁପରହିଟ ଫିଲ୍ମ ଖଳନାୟକର ସ୍ୱିକ୍ୱେଲ କରିବା ନେଇ ସୁବାସ ଯୋଜନା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଏହି…

ବିଦ୍ୟାଳୟ କୋଠାକୁ ସ୍ଥାନାନ୍ତର ହେବ ରମାଦେବୀ କନିଷ୍ଠ ମହାବିଦ୍ୟାଳୟ

ଭୁବନେଶ୍ୱର: ରମାଦେବୀ କନିଷ୍ଠ ମହାବିଦ୍ୟାଳୟ ସ୍ଥାନାନ୍ତରିତ ହେବ । କ୍ୟାମ୍ପସକୁ ଲାଗି ରହିଥିବା ବିଦ୍ୟାଳୟ କୋଠାକୁ ଯିବ ଜୁନିଅର୍ କଲେଜ । ରମାଦେବୀ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ଠାରୁ ଜୁନିଅର କଲେଜକୁ ପୃଥକ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ନିଷ୍ପତ୍ତି ଅନୁଯାୟୀ, ରମାଦେବୀ…

ଅଭିନେତା ରବିନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ଫ୍ଲାଟରୁ ମିଳିଲା ମୃତଦେହ

ମୁମ୍ବାଇ: ମରାଠୀ ସିନେମାର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛିି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ପୁଣେର ତଲେଗାଓଁ ଦାଭାଡେସ୍ଥିତ ତାଙ୍କ ଫ୍ଲାଟରୁ ମୃତଦେହ ଉଦ୍ଧାର କରାଯାଇଛି । ୨/୩ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ…

ନିଖୋଜ କୁକୁରକୁ ଖୋଜିଦେଲେ ମିଳିବ ୧୧ କୋଟି , ସୂଚନା ଦେଲେ ୨ କୋଟି

ଚୀନ: ଆପଣ ବିଭିନ୍ନ ପ୍ରକାରର ପୁରସ୍କାର ବିଷୟରେ ଶୁଣିଥିବେ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ପୋଲିସ ପକ୍ଷରୁ ପୁରସ୍କାର ରାଶି ମିଳିଥାଏ ଏହା ସମସ୍ତେ ଜାଣିଥିବେ । ହେଲେ ହଜିଯାଇଥିବା ଗୋଟେ କୁକୁରକୁ ଖୋଜିଦେଲେ କିମ୍ବା ସୂଚନା ଦେଲେ ପୁରସ୍କାର ରାଶି ଘୋଷଣା କରାଯାଇଛି । ଆଉ ଏହି…