Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମାଅବସରରେ ଆମେ ଅଟକିଛେ ମା ଲଷ୍ମୀଙ୍କ ପାଖରେ, ଶ୍ରୀମନ୍ଦିରର ବାୟୁ କୋଣରେ ମହାଲଷ୍ମୀଙ୍କ ମନ୍ଦିର ଅବସ୍ଥିତ। ମନ୍ଦିରଟି ମୁଖ୍ୟତଃ…

ଶ୍ମଶାନରୁ ଋଷୀୟ ପର୍ଯ୍ଯଟକଙ୍କ ଅବଶେଷ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାୟଗଡା ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ଦୁଇ ଋଷୀୟ ପର୍ଯ୍ଯଟକଙ୍କ ପୋଡି ଯାଇଥିବା ଅବଶେଷକୁ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ୍। ଚାରି ଜଣିଆ ଅଧିକାରୀ ଓ ଫରେନସିକ୍ ବିଶେଷଜ୍ଞଙ୍କୁ ନେଇ ଗଠିତ କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡ଼ାର ସେହି ଶ୍ମଶାନ ଘାଟ ପରିଦର୍ଶନ କରି…

ମୋଦୀଙ୍କ ସହ ସାକ୍ଷାତ ପରେ ପ୍ରଶଂସା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ନୂଆ ବର୍ଷ ଅବସରରେ ବାଘେଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାଜ୍ୟ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବାଘେଲ ତାଙ୍କୁ ଛତିଶଗଡର ବିଭିନ୍ନ ଯୋଜନା ତଥା ମିଲେଟ ମିଶନ…

ନୂଆବର୍ଷରୁ ନୂତନ ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବାକୁ ଯାଉଛି କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରର ନୂତନ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା 1 ଜାନୁୟାରୀ 2023ରେ ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏହି ନୂତନ ଯୋଜନା ଅଧୀନରେ ଏନଏଫଏସଏ ଅନ୍ତର୍ଗତ 2023 ବର୍ଷ ପାଇଁ 81.35 କୋଟି…

‘ବିଜେପି-ଆରଏସଏସ ମୋ ପାଇଁ ଗୁରୁ, ଆଗାମୀ ନିର୍ବାଚନରେ ବିଜେପି ଜିତିବା କଷ୍ଟକର’

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ପୁଣିଥରେ ଭାରତ ଯୋଡ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏବଂ ଆରଏସଏସ ତାଙ୍କ ପାଇଁ ଗୁରୁ ସଦୃଶ । ବିଜେପି ଓ ଆରଏସଏସକୁ ଗୁରୁ ବୋଲି ସେ ମାନନ୍ତି। ଭରତ ଯୋଡ ଯାତ୍ରାର ପ୍ରଥମ ପର୍ଯ୍ୟାୟ…

ଭୁବନେଶ୍ୱର ରେଳ ଷ୍ଟେସନରେ ବୁଲୁଥିବା ଋଷିଆ ପର୍ଯ୍ୟଟକଙ୍କୁ ଅଟକ ରଖିଛି ପୋଲିସ

ଭୁବନେଶ୍ୱର: ରାୟଗଡାରେ ଦୁଇ ଜଣ ରୁଷୀୟ ପର୍ୟ୍ୟଟକଙ୍କ ରହସ୍ୟଜନକ ମୃତ୍ୟୁ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଆଜି ପୁଣି ଜଣେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶନିବାର ଭୁବନେଶ୍ୱର ରେଲଓ୍ୱେ ଷ୍ଟେସନ୍ ସମ୍ମୁଖରେ ଏକ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବା…

ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ଶାହଙ୍କ ହୁଙ୍କାର

ବେଙ୍ଗାଲୁରୁ: ବିଜେପି କର୍ଣ୍ଣାଟକରେ ଏକାକୀ ନିର୍ବାଚନ ଲଢିବ ଏବଂ ଜିତିବ। କର୍ଣ୍ଣାଟକରେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଦଳୀୟ କର୍ମୀ ଏବଂ ନେତାଙ୍କ ସହ ଆଲୋଚନା କରିବା ପରେ ଏଭଳି ଦମ୍ଭୋକ୍ତି ପ୍ରକାଶ…

କରୋନା ପ୍ରସଙ୍ଗରେ ତଥ୍ୟ ସାର୍ବଜନୀନ କରିବାକୁ ଚୀନକୁ WHOର ପରାମର୍ଶ

ନୂଆଦିଲ୍ଲୀ: ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ମୃତ୍ୟୁସଂଖ୍ୟା ମଧ୍ୟ ଆକାଶଛୁଆଁ ହୋଇଛି। ଚାଇନା ସରକାର କିନ୍ତୁ ଏବେ ମୃତ୍ୟୁ ସଂଖ୍ୟା ରିପୋର୍ଟ ସାର୍ବଜନୀନ କରିବା ବନ୍ଦ କରି ଦେଇଛନ୍ତି। ତେଣୁ ସାରା ବିଶ୍ୱ ଏଥିପାଇଁ ଚିନ୍ତିତ। କାରଣ ପ୍ରକୃତ ସ୍ଥିତି ଜଣା ପଡୁନାହିଁ। ତେବେ ସୋସିଆଲ…

ଏଲନ ମସ୍କଙ୍କ ଅଧା ସମ୍ପତ୍ତି ଡୁବିଲା, ପ୍ରଥମ ବ୍ୟକ୍ତି ଭାବେ ୨୦୦ ବିଲିୟନ ଡଲାର ହରାଇଲେ

ନ୍ୟୁୟର୍କ: ଏଲୋନ୍ ମସ୍କ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି। ଯିଏ ୨୦୦ ବିଲିୟନ ଡଲାରରୁ ଅଧିକ ବ୍ୟକ୍ତିଗତ ସମ୍ପତ୍ତି ହାସଲ କରିଥିଲେ। ଜାନୁଆରୀ ୨୦୨୧ ରେ ସେ ଏହି ସମ୍ପତ୍ତି ଅର୍ଜନ କରିଥିଲେ। ଜେଫ୍ ବେଜୋସଙ୍କ ପରେ ଏପରି କରିଥିବାର ପ୍ରଥମ ବ୍ୟକ୍ତି ଥିଲେ। ଟେସଲା କମ୍ପାନୀର ମୁଖ୍ୟ…

ନୂଆବର୍ଷ ପୂର୍ବରୁ ୟୁକ୍ରେନ ଉପରେ ଋଷର ଏୟାରଷ୍ଟ୍ରାଇକ

ମସ୍କୋ: ଗୋଟିଏ ପଟେ ସମଗ୍ର ବିଶ୍ୱ ନୂଆ ବର୍ଷ ପାଳନ କରିବାରେ ବ୍ୟସ୍ତ, ଅନ୍ୟପଟେ ଋଷ ପୁଣିଥରେ ୟୁକ୍ରେନର ରାଜଧାନୀ ଉପରେ ଆକ୍ରମଣ କରିଛି। ରାଜଧାନୀ କିଭ ଉପରେ ଗୋଟିଏ ପରେ ଗୋଟିଏ ୧୦ଟି କ୍ଷେପଣାସ୍ତ୍ର ପକାଇ ବିସ୍ଫୋରଣ କରିଥିବା ଶୁଣିବାକୁ ମିଳିଛି। ଏହି ଆକ୍ରମଣ ପରେ ସାରା ଦେଶରେ ଏୟାର ରେଡ୍…