ଜରୁରୀ ସାମଗ୍ରୀ ପରିବହନରେ ନାହିଁ କଟକଣା: ସିପି
ଭୁବନେଶ୍ୱର: ଜରୁରୀ ସାମଗ୍ରୀ ପରିବହନ କରିବାରେ କୌଣସି କଟକଣା ନାହିଁ । ସାମଗ୍ରୀ ଓ ପନିପରିବା ପରିବହନ କରିପାରିବେ ଖୁଚୁରା ବେପାରୀ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କିଛି ସମସ୍ୟା ହେଲେ ୧୦୦ ନମ୍ବରକୁ ଫୋନ୍ କରି ମଧ୍ୟ ଜଣାଇ ପାରିବେ ବୋଲି ସେ…